ଆତଙ୍କୀ ଆକ୍ରମଣ: ୨ ସିଆରପିଏଫ୍ ଯବାନ ଶହୀଦ
1 min readଜମ୍ମୁ କଶ୍ମୀର: ପୁଣି ଆତଙ୍କବାଦୀ ଆକ୍ରମଣ । ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ପାମପୋର ବାଇପାସ୍ ନିକଟରେ ରୋଡ୍ ଓପେନିଂ ପାର୍ଟିଂ ବେଳେ ଆକ୍ରମଣ । ଆତଙ୍କୀ ଆକ୍ରମଣରେ ୫ ସିଆରପିଏଫ ଯବାନ ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଶହୀଦ ହୋଇଛନ୍ତି । ଅନ୍ୟ ଗୁରୁତର ଯବାନଙ୍କୁ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
Jammu and Kashmir: Five CRPF jawans injured after terrorists fired upon road opening party (ROP) of CRPF at Pampore bypass. They have been evacuated to District Hospital. More details awaited. (Visuals deferred by unspecified time) pic.twitter.com/zvK4ls05F3
— ANI (@ANI) October 5, 2020