କଂଗ୍ରେସ ନେତା ଡି.କେ ଶିବକୁମାରଙ୍କୁ ସର୍ତ୍ତମୂଳକ ଜାମିନ

1 min read

ବରିଷ୍ଠ କଂଗ୍ରେସ ନେତା ତଥା ଦଳର କର୍ଣ୍ଣାଟକରେ କ୍ରାଇସିସ୍ ମ୍ୟାନେଜର ଭାବେ ଜଣାଶୁଣା ଡି.କେ ଶିବକୁମାରଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଅର୍ଥ ହେରଫେର ମାମଲାରେ ଶିବକୁମାରଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ଦିଲ୍ଲୀ ହାଇକୋର୍ଟ ଶିବ କୁମାରଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ୨୫ ଲକ୍ଷ ଟଙ୍କାର ବେଲ ବଣ୍ଡ ଓ ୨ ଜଣ ଜାମିନଦାରଙ୍କ ବଦଳରେ କୋର୍ଟ ଜାମିନ ମଞ୍ଜୁର କରିଛନ୍ତି । ଏଥିସହ କୋର୍ଟଙ୍କ ବିନା ଅନୁମତିରେ ଦେଶ ବାହାରକୁ ନ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ')}

Leave a Reply