ଦାମୀ କାରରୁ ୧୦ ଲକ୍ଷ ଜବତ ଘଟଣା, ସଚିବଙ୍କ ଡ୍ରାଇଭରଙ୍କୁ ସିବିଆଇର ସମନ

ଭୁବନେଶ୍ଵର : ଭୁବନେଶ୍ଵରରେ ଦାମୀ କାରରୁ ୧୦ ଲକ୍ଷ ଜବତ ଘଟଣା । ଟଙ୍କା କାରବାର ମାମଲାର ନୂଆ ମୋଡ଼ । ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭରଙ୍କୁ ସମନ । ପ୍ରମୁଖ ସଚିବଙ୍କ ଡ୍ରାଇଭରଙ୍କୁ ମେଲ ମାଧ୍ୟମରେ ନୋଟିସ କଲା ସିବିଆଇ । ଏହି ନୋଟିସକୁ ନେଇ ପାୱାର କରିଡରରେ ହଇଚଇ । ଭାଇରାଲ ହେଉଛି ସିବିଆଇ ମେଲ ସ୍କ୍ରିନସଟ । କିଏ ସେ ସଚିବ ତାକୁ ନେଇ ଜୋରଦାର ଚର୍ଚ୍ଚା । ଟଙ୍କା କାରବାରରେ କିଛି ଲିଙ୍କ ଥିଲା କି ସଚିବଙ୍କ ଡ୍ରାଇଭରଙ୍କର ?