ମୁଖ୍ୟ ଖବର

ଭୁବନେଶ୍ୱର: ଆସନ୍ତା ୨୩ ତାରିଖରେ ଲୋକସେବା ଭବନ ପରିସରରେ ଖୋଲିବ 'ମିଲେଟ୍ ଶକ୍ତି କାଫେ' । ଅକ୍ଷୟ ତୃତୀୟାର ଅବସରରେ ଖୋଲିବ ଏହି ମିଲେଟ କାଫେ ।...

ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ । ବାରିପଦାରେ ନିଆଁ ବର୍ଷା । ୪୪.୫ ଡିଗ୍ରୀ ସହିତ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି ବାରିପଦା...

1 min read

ଭୁବନେଶ୍ୱର: ସମ୍ବଲପୁରରେ ଶାନ୍ତି ବଜାୟ ରହିବା ପାଇଁ ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳ ପକ୍ଷରୁ ଶାନ୍ତିପୂର୍ଣ୍ଣ ମହମ ଶୋଭାଯାତ୍ରା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ଅହିଂସାରେ...

1 min read

ପୁରୀ: ୪ ଦିନରେ ସମାଧାନ ହେଲା ୪ ବର୍ଷର ସମସ୍ୟା । 5T ସଚିବଙ୍କୁ ଅବଗତ ପରେ ଫନି କ୍ଷତିଗ୍ରସ୍ତଙ୍କୁ ମିଳିଲା ସହାୟତା । ଫନି ବାତ୍ୟାରେ...

ଭୁବନେଶ୍ୱର: ରାଜ୍ୟର ପ୍ରଥମ ଆଦର୍ଶ ମହିଳା ଭେଣ୍ଡିଂ ଜୋନ୍ ଲୋକାର୍ପିତ । ଏହି ଆଦର୍ଶ ମହିଳା ଭେଣ୍ଡିଂଜୋନକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର...

1 min read

ଖୋର୍ଦ୍ଧା: ସମର୍ଥ-ସକ୍ଷମ-ସଫଳ । ଦିବ୍ୟାଙ୍ଗଙ୍କୁ ଆତ୍ମନିର୍ଭର କରିବାକୁ ଓଡ଼ିଶାରେ ଆରମ୍ଭ ହେଲା ଅଧ୍ୟାୟ । ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗରେ ଉଦଘାଟିତ ହୋଇଛି ବିଜୁ ମହାବୀର ଜୟପୁର ଫୁଟ...

ବାଲେଶ୍ୱର: ବୁଢାବଳଙ୍ଗ ନଦୀରେ ଭାସି ଯାଇ ଦୁଇ ଭାଇଙ୍କର ମୃତ୍ୟୁ । ବାଲେଶ୍ବର ଜିଲ୍ଲା ରେମୁଣା ଥାନା ପୁତୁକା ଶାସନ ଗାଁ ନିକଟରେ ଘଟିଛି ଏହି ଅଘଟଣ...

ଭୁବନେଶ୍ୱର: ଭରତପୁର ମର୍ଡର କେସରେ ନୂଆ ଟୁଇଷ୍ଟ । ବିବାହ କରିନଥିଲା ଅଭିଯୁକ୍ତ ସାଗର ପ୍ରଧାନ । ଭଡ଼ାଘର ନେଇ ଲିଭ୍ ଇନରେ ରହୁଥିଲା ସାଗର ।...

1 min read

ଭୁବନେଶ୍ୱର: ସାଢେ ୪ କୋଟି ଓଡ଼ିଆଙ୍କୁ ଅପମାନିତ କରିଛନ୍ତି ବିଜେପି ନେତା । ସାଂସଦ ଅପରାଜିତା ଷଡଙ୍ଗୀ ଏହାକୁ ସମର୍ଥନ କରୁଛନ୍ତି । ମହିଳାଙ୍କ ପ୍ରତି ହିଂସା...

ଝାରସୁଗୁଡ଼ା: ତାତିରେ ଜଳୁଛି ସାରା ଓଡ଼ିଶା । ଅସହ୍ୟ ଗୁଳୁଗୁଳିରେ ଆଉଟୁ ପାଉଟୁ ସାରା ରାଜ୍ୟ । ଆଜି ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ା ସବୁଠୁ...