ଭୁବନେଶ୍ୱର : ଆପାର୍ଟମେଣ୍ଟରେ ଅକ୍ୟୁପାନ୍ସି ସାର୍ଟିଫିକେଟ ଗୁରୁତ୍ବ ବୁଝିଲେ ସରକାର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନଗର ଉନ୍ନୟନ ବିଭାଗ ଆଣିଛି ବିସ୍ତୃତ ଗାଇଡଲାଇନ। ବିଭାଗ ପକ୍ଷରୁ...
ଓଡ଼ିଶା
ଭୁବନେଶ୍ବର : ବିଜେପିରେ ଛିଡୁନି ଅଙ୍କ, ହୋଇପାରୁନି ନିଷ୍ପତ୍ତି। ଯାହାକୁ ନେଇ ଓଡ଼ିଶାରୁ ଦିଲ୍ଲୀ ଯାଏ ଜାରି ରହିଛି କସରତ । ନାନା ଚର୍ଚ୍ଚା ଓ ସସପେନ୍ସ...
ପୁରୀ : ଆରମ୍ଭ ହେଲା ପିତୃପକ୍ଷ । ପିତୃ ପୁରୁଷଙ୍କ ଉଦ୍ଦେଶ୍ଯରେ ତିଳ ତର୍ପଣ । ଆଶ୍ବିନ କୃଷ୍ଣ ପ୍ରତିପଦା ଠାରୁ ଅମାବାସ୍ୟା ଯାଏଁ ୧୫ ଦିନ...
ବ୍ରହ୍ମପୁର : ଟେନସନ୍ ବଢାଉଛନ୍ତି ବୁଲା ଗୋରୁଗାଈ ଓ କୁକୁର । ରାସ୍ତା ଅବରୋଧ ସହ ବଢୁଛି ଟ୍ରାଫିକ ସମସ୍ଯା । ବଢୁଛି ଦୁର୍ଘଟଣା, ବିଗୁଡୁଛି ଟ୍ରାଫିକ...
ବଲାଙ୍ଗୀର ; ସରିଲା ନୂଆଁଖାଇ, ଏବେ ପେଟ ପାଇଁ ଚିନ୍ତା । ରାଜ୍ଯରେ ମିଳୁନି କାମଧନ୍ଦା, ଦାଦନ ଯିବାକୁ ସଜବାଜ । ବଲାଙ୍ଗୀରରେ ବେଧଡ଼କ ଚାଲିଛି ଶ୍ରମିକ...
ଭୁବନେଶ୍ୱର : କୁଆଡୁ ଆସୁଛି ପୁଳା ପୁଳା ବେନାମୀ ସିମ୍ କାର୍ଡ ? ପ୍ରି ଆକ୍ଟିଭେଟେଡ଼ ସିମ୍ କାର୍ଡର ହବ୍ ପାଲଟିଛି ଭୁବନେଶ୍ୱର । ଯମତରା ନୁହେଁ,...
କଳାହାଣ୍ଡି : ଦୁଃଖ ଦରିଆରେ ଇନ୍ଦ୍ରାବତୀ ବିସ୍ଥାପିତ । ମୌଳିକ ସମସ୍ୟାରେ ସଢୁଛନ୍ତି ଅହରହ । ବୁଡି ଅଞ୍ଚଳରେ ବୁଡିଛି ସ୍ଵପ୍ନ ଓ ଭବିଷ୍ୟତ । ବିସ୍ଥାପିତଙ୍କୁ...
ଧର୍ମଗଡ : ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ୫ ଗୋଟି ଶ୍ରେଣୀର ପିଲାଙ୍କୁ ଗୋଟିଏ ଶ୍ରେଣୀ ଗୃହ । ତାହା ପୁଣି ଭଙ୍ଗା ଦଦରା ।...
ସାଲେପୁର : ଅବହେଳିତ ଅବସ୍ଥାରେ ହଜାର ବର୍ଷର ପୁରୁଣା ଶୈବପୀଠ । ରକ୍ଷଣାବେକ୍ଷଣ ଅଭାବରୁ ହରାଇଲାଣି ଅସ୍ତିତ୍ଵ । ପ୍ରତ୍ନତତ୍ତ୍ୱ ବିଭାଗର ଉଦାସୀନତାରୁ ମନ୍ଦିରରେ ବିକାଶ ମୂଳକ...
ନବୀନଙ୍କ ବଡ଼ ନିଷ୍ପତ୍ତି । ଉପରାଷ୍ଟ୍ରପତି ନିର୍ବାଚନ । ଭୋଟଦାନରୁ ବିରତ ରହିବ ବିଜେଡି । ସାଂସଦଙ୍କ ସହିତ ଆଲୋଚନା ପରେ ନବୀନଙ୍କ ନିଷ୍ପତ୍ତି । ଏବେ...