ହାଇଲାଇଟ୍ ସମ୍ବାଦ

ଭଦ୍ରକ: ଭଦ୍ରକରେ ବାଣ ବିସ୍ଫୋରଣରେ ୫ ଶିଶୁ ଗୁରୁତର । ବିଭିନ୍ନ ସ୍ଥାନରେ ବାଣ ଫୁଟାଇବା ସମୟରେ ଅଘଟଣ ଘଟି ୫ ଜଣ ପିଲା ଗୁରୁତର ଅବସ୍ଥାରେ...

ନୂଆଦିଲ୍ଲୀ: ସଚେତନ ହେଲେ ଦିଲ୍ଲୀବାସୀ । ଦୀପାବଳିରେ ଫୁଟିଲାନି ବାଣ । ଗତ ୮ ବର୍ଷ ମଧ୍ୟରେ ଦିଲ୍ଲୀର ବାୟୁଗୁଣବତ୍ତା ଦୀପାବଳିରେ ଭଲ ରହିଥିବା ସୂଚନା ମିଳିଛି...

1 min read

ଭୁବନେଶ୍ବର: ଆଜି ଆଣ୍ଡାମାନ ସାଗରରେ ସୃଷ୍ଟିହେବ ଘୂର୍ଣ୍ଣିବଳୟ । ଆସନ୍ତାକାଲି ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ନେବ ଅବପାତର...

ବାଙ୍ଗାଲୋର: ଟିମ୍ ଇଣ୍ଡିଆର ବଡ଼ ବିଜୟ । ଚଳିତ ବିଶ୍ବକପରେ ଲିଗ ପର୍ଯ୍ୟାୟରେ ଅପରାଜେୟ ରହିଛି ଭାରତ । ଶେଷ ଲିଗ୍ ମ୍ୟାଚରେ ନେଦରଲାଣ୍ଡସକୁ ୧୬୦ ରନରେ...

ଭୁବନେଶ୍ବର: ଦୀପାବଳିରୁ ଆରମ୍ଭ ହେଲା ୨୦୨୪ ନିର୍ବାଚନ ପାଇଁ ବିଜେଡିର ରୋଡମ୍ୟାପ୍‌ । ବିକାଶ ପ୍ରସଙ୍ଗ ନେଇ ସବୁବେଳେ ଦଳ ଲୋକଙ୍କ ପାଖକୁ ଯାଉଛି । ଏହି...

ବ୍ୟୁରୋ ରିପୋର୍ଟ: ଉତ୍ତରପ୍ରଦେଶ ମଥୁରାରେ ବଡଧରଣର ଅଗ୍ନିକାଣ୍ଡ । ବାଣ ଦୋକାନରେ ନିଆଁ ଲାଗି ଲକ୍ଷ ଟଙ୍କାର ବାଣ ନଷ୍ଟ । ଗୋପାଳବାଗ ଇଲାକାରେ ଘଟିଥିବା ଘଟଣାରେ...

ଚଣ୍ଡିଖୋଲ: ଯୁବ ପିଢିଙ୍କୁ କିମିଆ କରିଛି କ୍ରିକେଟ । କ୍ରିକେଟ ପ୍ରତି ପ୍ରାୟ ସମସ୍ତଙ୍କ ଆଗ୍ରହ । ଯୁବ ପିଢ଼ିଙ୍କୁ କ୍ରିକେଟ ପ୍ରତି ଆଗ୍ରହ ସୃଷ୍ଟି କରୁଛନ୍ତି...

ସୁବର୍ଣ୍ଣପୁର: ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଥାନ୍ତି ସୁବର୍ଣ୍ଣପୁର ଜିଲ୍ଲାର ବୁଣାକାର ଓ ବାନ୍ଧଶିଳ୍ପୀ । କେତେବେଳେ ଏଠାକାର ହାତବୁଣା ଶାଢୀ କେତେବେଳେ ବଲିଉଡ ସେଲିବ୍ରିଟିଙ୍କ ପ୍ରଥମ ପସନ୍ଦ...