ନନ୍ଦିଘୋଷ ବ୍ୟୁରୋ: ଗିରଫ କନିଷ୍ଠ ଯନ୍ତ୍ରୀଙ୍କ ଅପାର ସମ୍ପତ୍ତି। ଗତ କାଲି ରାୟଗଡ଼ା କାଶିପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କୁ ଭିଜିଲାନ୍ସ ବିଭାଗ ଧରିବା ପରେ...
ଅପରାଧ
ନନ୍ଦିଘୋଷ ବ୍ୟୁରୋ: ନିର୍ଦ୍ଦୟ ହେଲା ସୁଧ ବେପାରୀ । ସୁଧ ପରିଶୋଧ କରିବାରେ ବିଳମ୍ବ ହେବାରୁ ମାରି ଦେଇଥିବା ଅଭିଯୋଗ । ମଧ୍ୟପ୍ରଦେଶରୁ ଆସିଛି ଏଭଳି ଖବର...
ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ହତ୍ୟା ଘଟଣାକୁ ୮ଦିନ ବିତିଲା। ଏବେ ବି ସଂପୃକ୍ତ ଅଞ୍ଚଳରେ ୧୬୩ ଧାରା ବଳବତ୍ତର ରହିଛି। ପୋଲିସ ଫୋର୍ସ ମୁତୟନ ଅଛନ୍ତି। ଗୋଷ୍ଠୀ ସଂଘର୍ଷ...
ଭୁବନେଶ୍ବର: ସେଲିବ୍ରିଟି ହେୟାର ଷ୍ଟାଇଲିଷ୍ଟଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପତ୍ନୀ I ହେୟାର ଷ୍ଟୁଡ଼ିଓ ମାଲିକଙ୍କ ନାଁରେ ଥାନାରେ ରୁଜୁ ହେଲା ମାମଲା I ମାନସିକ...
ନନ୍ଦିଘୋଷ ବ୍ୟୁରୋ: ବାସୁଦେବପୁର ବ୍ଲକ ଖରିଦା ବିନାୟକପୁର ପଞ୍ଚାୟତର ଆଙ୍କୁଡେଶ୍ବରୀ ଗାଁରେ ଥମୁନି ଭୌତିକ କାଣ୍ଡ। ଆପେ ଆପେ କଟି ଯାଉଛି ଲୁଗା । ଦୁଇ ଫାଳ...
ନନ୍ଦିଘୋଷ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ଠାବ ହେଲା ବଡ ଧରଣର ମାଓ ଡମ୍ପ । କାଲିମେଳା ଥାନା ଭେଜାଙ୍ଗିୱାଡା ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ଏହି ମାଓ...
ନନ୍ଦିଘୋଷ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ସୀତାରାମ...
ନନ୍ଦିଘୋଷ ବ୍ୟୁରୋ: ସୁନ୍ଦରଗଡ଼ କୁତ୍ରା ଥାନା ଖତକୁରବାହାଲରେ ଚାଞ୍ଚଲ୍ୟ। ଥାନାରେ ଏତଲା ପରେ କବର ଖୋଳି ମାଟି ତଳୁ ମହିଳାଙ୍କ ଶବ ବାହାର କଲା ପୋଲିସ। ଶାଶୁ...
ନନ୍ଦିଘୋଷ ବ୍ୟୁରୋ: ପାରାଦୀପ CISF ହେପାଜତରେ ୩ ଘାନା ନାଗରିକ। ଏକ ଜାହାଜରେ ଲୁଚି ଆସିଥିବା ବେଳେ ଧରାପଡିଛନ୍ତି ୩ ଘାନା ନାଗରିକ। ପାରାଦୀପ ପୋର୍ଟ CQ-2...
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଗୁଣି ଗାରେଡି । ଭଡ଼ା ଘରେ ଚାଲିଥିଲା ଗୁଣି ଗାରେଡି ଓ ତନ୍ତ୍ରମନ୍ତ୍ର ସାଧନା । ବନ୍ଦ ଘରୁ ମିଳିଲା ହାଡ଼ କଙ୍କାଳ...