ତାଜା ଖବର

1 min read

ପୁରୀ : ଶ୍ରୀଜିଉଙ୍କ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ବୈଠକ । ଶୃଙ୍ଖଳିତ ଯାତ୍ରା ଶେଷ ପାଇଁ ବିଚାରବିମର୍ଷ । ରଥକାଠ ଯୋଗାଣ, ବାସୁଙ୍ଗା ପାଟ, ଚନ୍ଦନ,ରଥ ଦଉଡି...

ଭୁବନେଶ୍ବର : ଲଘୁ ଖଣିଜ ଚୋରି ନେଇ ବିଜେଡିର ପ୍ରେସମିଟ୍ । ଶଙ୍ଖ ଭବନରେ ଆୟୋଜିତ ପ୍ରେସମିଟରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଟାର୍ଗେଟ କରି ବର୍ଷିଲା...

1 min read

ଆସିକା : କାନ୍ଦବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ । ଶୂନଶାନ ସାଙ୍ଗକୁ ନିରବୀ ଯାଇଛି ଖାରିପଲ୍ଲୀ । ହୋଇଯାଇଛି ପୁରୁଷ ଶୂନ୍ଯ । ଏ ହେଉଛି...

1 min read

ରାଜନଗର : ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ପାଇଁ ସୃଷ୍ଟି ହୋଇଛି ନୂଆ ସମ୍ଭାବନା । ଜଳବାୟୁ ପରିବର୍ତ୍ତନ ଯୋଗୁଁ ନାଶୀ ୧ ବେଳାଭୂମି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା...

ସୁନ୍ଦରଗଡ :  ମହାରାଷ୍ଟ୍ର ପୁନେରୁ ଆସିଥିବା ଦମ୍ପତିଙ୍କ ବିବାହକୁ ୧୨ ବର୍ଷ ହେଲାଣି । ହେଲେ ସନ୍ତାନଟିଏ ନଥିବାରୁ ଆଜି ଏକ ଶିଶୁ କନ୍ଯା ଟିଏ ପାଇଁ...

ବଲାଙ୍ଗୀର : ମାର୍ଚ୍ଚରେ କଲବଲ କରୁଛି ଗ୍ରୀଷ୍ମ ପ୍ରବାହ । ମୁଣ୍ଡ ଫଟା ଖରାରେ ତ୍ରାହି ତ୍ରାହି ଡାକିଲେଣି ଲୋକେ । ତତଲା ତାୱା ପାଲଟିଛି ବଲାଙ୍ଗୀର...

ନନ୍ଦିଘୋଷ ବ୍ୟୁରୋ ; ଶାନ୍ତି ଚୁକ୍ତିନାମା ମଧ୍ୟରେ ୟୁକ୍ରେନରୁ ଯେଉଁ ତଥ୍ୟ ସାମ୍ନାକୁ ଆସୁଛି ତାହା ବହୁତ ଆଶ୍ଚର୍ଯ୍ୟଜନକ। କିଭ୍ ଇଣ୍ଡିପେଣ୍ଡେଣ୍ଟ ଅନୁଯାୟୀ, ଗତ ୨ ଦିନରେ...

ପାଟନା : ବିହାରର ମୁଜାଫରପୁରର ଏସିଜେଏମ ପଶ୍ଚିମ କୋର୍ଟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିରୋଧରେ ଏକ ମାମଲା ଦାୟର କରାଯାଇଛି। ଜାତୀୟ ସଙ୍ଗୀତକୁ ଅପମାନ କରିବା ଅଭିଯୋଗରେ...

ନନ୍ଦିଘୋଷ ବ୍ୟୁରୋ ;  ପୃଥିବୀ ଏବଂ ବ୍ରହ୍ମାଣ୍ଡର ଅନ୍ତ କିପରି ହେବ? ଏହା ଉପରେ ବୈଜ୍ଞାନିକମାନଙ୍କ ଗବେଷଣାରୁ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ପ୍ରକୃତରେ, ବୈଜ୍ଞାନିକମାନେ...

ଭୁବନେଶ୍ବର : ଡିଲିମିଟେସନ ବା ସୀମା ପୁନଃ ନିର୍ଦ୍ଧାରଣ ବୈଠକରେ ଯୋଗଦେବା ଲାଗି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଚେନ୍ନାଇ ଗଲେ ପୂର୍ବତନ ସାଂସଦ ଅମର...