LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
IPL 2025
ଲେଖକ ସ୍ତମ୍ଭ
Search
Nandighosha TV
Nandighosha TV
Nandighosha TV
LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
IPL 2025
ଲେଖକ ସ୍ତମ୍ଭ
More
Search
Nandighosha TV
LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
IPL 2025
ଲେଖକ ସ୍ତମ୍ଭ
More
Home
ତାଜା ଖବର
ତାଜା ଖବର
Budget
CBSE
Cinema
CWC2022
CWG 2022
ତାଜା ଖବର
ପିପିଲି ଥାନା ଅନ୍ତର୍ଗତ ମଙ୍ଗଳପୁର ବଜାରସ୍ଥିତ ଜାତୀୟ ରାଜପଥରେ ଦୁର୍ଘଟଣା । ଦୁର୍ଘଟଣାରେ ୫ଜଣ ଗୁରୁତର ଆହତ ହୋଇଛନ୍ତି ।
ତାଜା ଖବର
ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ନାଗାପଲ୍ଲୀ ରିଜର୍ଭ ଫରେଷ୍ଟରେ ବାଘ । କଲରାପତରିଆ ବାଘର ପାଦଚିହ୍ନ ଠାବ କଲା ବନବିଭାଗ ।
ତାଜା ଖବର
କଟକ ଜଗତପୁର ଅଞ୍ଚଳରେ ବେଆଇନ୍ ବାଣ କାରଖାନାରେ ଚଢ଼ାଉ । ୫ଟ୍ରକ୍ ବାଣ ଓ ବାଣ ତିଆରି ସାମଗ୍ରି ଜବତ,୧୨ଜଣ ଅଟକ ।
ତାଜା ଖବର
ପୁରୀ ଆଇପିଏସ୍ ମେସ୍ ହୀରକ ଭବନରେ ହୋମଗାର୍ଡଙ୍କ ଆତ୍ମହତ୍ୟା । ହୋମଗାର୍ଡଙ୍କ ନାମ ହେଉଛି ସରୋଜ ପ୍ରଧାନ । ଘର ଭିତରେ ବେକରେ ବେଡସିଟ୍ ଲଗାଇ ଆତ୍ମହତ୍ୟା ।
ତାଜା ଖବର
ମୁମ୍ବାଇ ଲୀଳାବତୀ ହସ୍ପିଟାଲରେ ବିଗ୍ ବି ଅମିତାଭ ବଚ୍ଚନ । ୩ ଦିନ ହେଲା ଚାଲିଛି ଚିକିତ୍ସା,ରୁଟିନ୍ ଚେକ୍ଅପ୍ ପାଇଁ ଭର୍ତ୍ତି ହୋଇଥିବା ସୂଚନା ।
ତାଜା ଖବର
ରାଉରକେଲା ସହରର ବାସନ୍ତୀ କଲୋନୀରେ ଜଣେ ଛାତ୍ରଙ୍କ ଆତ୍ମହତ୍ୟା। ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ।ରାଉରକେଲା ସରକାରୀ ଚିକିତ୍ସାଳୟକୁ ନେବା ବାଟରେ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ।...
ତାଜା ଖବର
ବିଜେପୁର ଉପନିର୍ବାଚନ:BJD ସୁପ୍ରିମୋ ନବୀନଙ୍କ ୨ୟ ଦିନ ପ୍ରଚାର । ଗାଈସିଲଟ ବ୍ଲକ ତାଲପାଲିରେ ନବୀନଙ୍କ ପ୍ରଚାର ଜୋରଦାର ।
ତାଜା ଖବର
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଧର୍ମଗଡ଼ ମୁଖ୍ୟ ରାସ୍ତାରେ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ନକଟିକାନି ଗ୍ରାମ ପଞ୍ଚାୟତ ଅମୁର୍ଲାପଦର ଦରଲୀପଡା ଗ୍ରାମର ଦୁର୍ଜନ...
ତାଜା ଖବର
୮ ଅଧ୍ୟାପକଙ୍କ ବଦଳିକୁ ବିରୋଧ । ଗଙ୍ଗାଧର ମେହେର କଲେଜ ପରିସରରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି । ଆନ୍ଦୋଳନକୁ ବିଭିନ୍ନ ସଂଗଠନର ସମର୍ଥନ ।
1
...
4,712
4,713
4,714
...
4,719
Page 4,713 of 4,719
Categories
ମୁଖ୍ୟ ଖବର
47215
ଓଡ଼ିଶା
44049
ତାଜା ଖବର
42470
ହାଇଲାଇଟ୍ ସମ୍ବାଦ
39537
ଜାତୀୟ
23699
ରାଜନୀତି
8867
Must Read
ଓଡ଼ିଶା
କରଞ୍ଜିଆ ବଜାର ଅମ୍ବିକା ମନ୍ଦିର ନିକଟରେ ଷ୍ଟାର୍ ମେଚିଂ ସେଣ୍ଟରରେ ଅଗ୍ନିକାଣ୍ଡ
ଓଡ଼ିଶା
ପୁରୀର ଭକ୍ତ ନିବାସରେ ଚଢ଼ା ଦର ; ୪ ଚକିଆ ଗାଡ଼ି ପାର୍କିଂ ଫି ୫୦୦ ଟଙ୍କା
ଅନ୍ତର୍ଜାତୀୟ
ଟ୍ରମ୍ପଙ୍କ ବଡ଼ ଝଟକା ! ୬୬ଟି ଅନ୍ତର୍ଜାତୀୟ ସଂଗଠନରୁ ଓହରିଲା ଆମେରିକା