ତାଜା ଖବର ଅନୁଗୁଳ: ନାଲକୋନଗର ଥାନା ଗିରାଙ୍ଗ ବାଲିସାହି ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତଦେହ ନିକଟରେ ପଡିଛି ବାଇକ୍ । ହତ୍ୟା ସନ୍ଦେହ । ପୋଲିସର ତଦନ୍ତ । November 19, 2019 ')}
ତାଜା ଖବର ରାଉରକେଲା: ବୀରମିତ୍ରପୁର ଥାନା କାଲୋସିରିଆ ନିକଟରେ ସ୍କପିଓ ଦୁର୍ଘଟଣାଗ୍ରସ୍ତ । ଜଣେ ମୃତ, ୫ ଜଣ ଗୁରୁତର ଆହତ । ୩ ଜଣ ରାଉରକେଲା ସରକାରୀ ଚିକିତ୍ସାଳୟ ଓ ୨ ଜଣ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି । November 19, 2019 ')}
ତାଜା ଖବର ବାଲିଗୁଡ଼ା: ଜୁନାଗାଁ, ସୁଣ୍ଡ୍ରୁମିଲା, କଟାପାଙ୍ଗା ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗର ଚଢ଼ାଉ । ୧୫୦ ଏକର ଜଙ୍ଗଲ ଜମିରେ ୧୫ କୋଟି ଟଙ୍କାର ବେଆଇନ୍ ଗଞ୍ଜେଇ ଚାଷ ନଷ୍ଟ । November 19, 2019 ')}
ତାଜା ଖବର ଭୁବନେଶ୍ୱର : ଭୁବନେଶ୍ୱର ସମେତ ରାଜ୍ୟର ପ୍ରମୁଖ ରେଳ ଷ୍ଟେସନରେ ଦୁଇ ଚକିଆ ସ୍କୁଟରରେ ରେଳବାଇ ସୁରକ୍ଷା ବଳର ଅଧିକାରୀ ଏଣିକି ପଇଁତରା ମାରିବେ। ପ୍ରଥମ ପର୍ଯ୍ୟାୟରେ ଓଡିଶାକୁ ୬ଟି ସେଗୱେ ସ୍କୁଟର ମିଳିଛି। ଘଣ୍ଟାପ୍ରତି ୮ରୁ୧୦ କିମି ଯାଇପାରିବ ସ୍କୁଟର । ରେଲୱେ IGଙ୍କ ଉପସ୍ଥିତିରେ ରେଲଓ୍ୱେ GM ଭୁବନେଶ୍ୱରରେ ଏହାର ଉଦଘାଟନ କରିଛନ୍ତି । November 19, 2019 ')}
ତାଜା ଖବର ବାରିପଦା: ଚେକିଂ ବେଳେ ତକତପୁରରେ ଅଘଟଣ । ବାଇକ୍ ଚାପାରେ ବାରିପଦା ଥାନା ଏସ୍ଆଇ ଦୟାନିଧି ଦାସ ମୃତ । November 19, 2019 ')}
ତାଜା ଖବର ଭୁବନେଶ୍ୱର : ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ୍-୧୯୫୬କୁ କଡ଼ାକଡ଼ି କଲେ ରାଜ୍ୟ ସରକାର। ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ନାମଫଳକ ଓଡ଼ିଆରେ ଲେଖିବା ବାଧ୍ୟତାମୂଳକ । ଖିଲାପକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ସଚେତନ ଓ ଅଭିଯୋଗ ପାଇଁ http://odiaphalaka.odisha.gov.in ପୋର୍ଟାଲର ଲୋକାର୍ପଣ କଲେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ। November 19, 2019
ତାଜା ଖବର ରାଉରକେଲା: ବୀରମିତ୍ରପୁର ଥାନା କାଲୋସିରିଆ ନିକଟରେ ସ୍କପିଓ ଦୁର୍ଘଟଣାଗ୍ରସ୍ତ । ଜଣେ ମୃତ, ୫ ଜଣ ଗୁରୁତର ଆହତ । ୩ ଜଣ ରାଉରକେଲା ସରକାରୀ ଚିକିତ୍ସାଳୟ ଓ ୨ ଜଣ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି । November 19, 2019 ')}
ତାଜା ଖବର ରାଉରକେଲା: ଭିଜିଲାନ୍ସ ଜାଲରେ କେଶେଇବାହଲ +୨ ମହାବିଦ୍ୟାଲୟ ଅଧ୍ୟକ୍ଷ ଜୟପ୍ରକାଶ ପଟେଲ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ । କେଶେଇବାହଲ ବାସଭବନ, ହଷ୍ଟେଲ ଓ ଅଫିସରେ ରେଡ୍ । November 19, 2019 ')}
ତାଜା ଖବର ଗୃହରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉତ୍ତର । ରାଜ୍ୟରେ ୪୭,୩୬୬ ଗାଁ ଅଛି । ୧୯,୫୦୪ ଗାଁକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଛି । November 19, 2019 ')}
ତାଜା ଖବର CJI ଭାବେ ଶପଥ ନେଲେ ଜଷ୍ଟିସ ବୋବଡ଼େ । ଦେଶର ୪୭ତମ CJI ହେଲେ ଜଷ୍ଟିସ ଏସ୍.ଏ ବୋବଡ଼େ । ରାଷ୍ଟ୍ରପତି ଭବନରେ ଆୟୋଜିତ ହୋଇଥିଲା ଶପଥ ଗ୍ରହଣ ଉତ୍ସବ । November 18, 2019 ')}