spot_img

Latest Posts

ବସ ସହ ଅଟୋ ମୁହାଁମୁହିଁ ଧକ୍କା : ୬ ମୃତ, ୪ ଗୁରୁତର

ଭୁବନେଶ୍ଗର : ଗଞ୍ଜାମ ପୁରୁଷୋତ୍ତମପୁର ଥାନା ଲଡକାପଲ୍ଲୀ ଛକରେ ବସ ସହ ଅଟୋ ମୁହାଁମୁହିଁ ଧକ୍କା। ଘଟଣାସ୍ଥଳରେ ୬ ମୃତ, ୪ ଗୁରୁତର। ସମସ୍ତ ଆହତଙ୍କୁ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ ପୋଲିସ ପହଞ୍ଚି ଚଳାଇଛି ତଦନ୍ତ। ଅଟୋକୁ ଧକ୍କା ଦେବାପରେ ଘୋଷାଡ଼ି ନେଇ ରସ୍ତା କଡ଼ ଗଛରେ ପିଟିଲା ବସ l ଦୁର୍ଘଟଣାରେ ଅଟୋରେ ବସିଥିବା ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚାରିରୁ ଅଧିକ ଗୁରୁତର ହୋଇଛନ୍ତି l ମୃତ ଓ ଗୁରୁତରଙ୍କ ପରିଚୟ ମିଳିପାରିନଥିବା ବେଳେ ଅଟୋଟି କୋଦଳା ଅଭିମୁଖେ ଯିବା ସମୟରେ ବିପରୀତ ଦିଗରୁ ଆସୁଥିବା ବସ ଧକ୍କା ଦେଇ ଫେରାର ମାରିଥିଲା  । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ କରିଥିଲେ।..

Latest Posts

Don't Miss