ସାତକୋଶିଆରେ ବୁଲୁଛି କଳା କଲରାପତରିଆ, କ୍ୟାମେରାରେ ହେଲା କଏଦ

ସାତକୋଶିଆ: ଦୁଇ ଶାବକଙ୍କ ସହ ଠାବ ହେଲା କଳା କଲରାପତରିଆ ବାଘ। କଳା ରଙ୍ଗର କଲରାପତରିଆ ବାଘ ଠାବ ହୋଇଛି। ସାତକୋଶିଆ ଜଙ୍ଗଲରେ ୨ ଶାବକଙ୍କ ସହ କଲରାପତରିଆ ବାଘ ଠାବ ହୋଇଛି।
ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ। କ୍ଯାମେରା ଟ୍ରାପରେ ୨ ଶାବକଙ୍କ ସହ କଳା କଲରାପତରିଆ ବାଘ ବାଘ ଠାବ ହୋଇଥିବା ଜଣାପଡିଛି।୨ ଶାବକଙ୍କ ମଧ୍ଯରୁ ଗୋଟିଏ ସାଧାରଣ କଲକରାପତରିଆ ଥିବାବେଳେ ଅନ୍ୟଟି କଳା ରଙ୍ଗର ବୋଲି ଜଣାପଡିଛି।