spot_img

sitakanta dash

15279 POSTS

Exclusive articles:

ଜଳୁଛି ପଶ୍ଚିମ ଓଡିଶା , ଆସନ୍ତା ୪ଦିନ ଯାଏଁ ଆହୁରି କଲବଲ କରିବ ତାତି

ଭୁବନେଶ୍ବର : ଜଳୁଛି ପଶ୍ଚିମ ଓଡିଶା । ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛି ଉପକୂଳ । ଆସନ୍ତା ୪ଦିନ ଯାଏଁ ଆହୁରି କଲବଲ କରିବ ତାତି । ୨୧ ତାରିଖ ପରେ ତାପମାତ୍ରା...

ସ୍ତ୍ରୀକୁ ଗୋଡାଇ ଗୋଡାଇ ହାଣିଥିଲେ, ସ୍ୱାମୀକୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର: ହତ୍ୟାକାଣ୍ଡ ଘଟଣାରେ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ । ଅଭିଯୁକ୍ତ ବାମଦେବ ସାହୁକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ବାଲିପାଟଣା ଥାନା ଅନ୍ତର୍ଗତ କଣ୍ଟାସାହି ଗ୍ରାମରେ ୨୦୧୮ ମସିହାରେ ଘଟିଥିଲା ଘଟଣା...

ଦର୍ଜୀ ପୋଖରୀ ଛକରେ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ

ପୁରୀ: ଦର୍ଜୀ ପୋଖରୀ ଛକ ଠାରେ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ । ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ସୂଚନା । କିଛି ଯୁବକ  ତଳମାଳି ସାହିର ଶୁଭମ ବାରିକକୁ ଛୁରା ମାଡ କରିଥିଲେ ...

ବ୍ରିଟେନରେ ଶାଢୀ ପିନ୍ଧି ଦୌଡ଼ିଲେ ଓଡ଼ିଆ ଝିଅ

ନନ୍ଦିଘୋଷ ବ୍ୟୁରୋ: ବ୍ରିଟେନରେ ଜଲଓ୍ବା ଦେଖାଇଲେ ଓଡିଆ ଝିଅ । ଶାଢ଼ୀ ପିନ୍ଧି ଏକାଦିକ୍ରମ ୪୨ ଦଶମିକ ୨ କିଲୋମିଟର ଦୌଡ଼ିଲେ ମଧୁସ୍ମିତା ଜେନା । ମାଞ୍ଚେଷ୍ଟରରେ ଏହି କୃତି ଦେଖାଇ ଚର୍ଚ୍ଚାର...

ସମ୍ୱଲପୁର ସ୍ଥିତିକୁ ନେଇ ଡିଜିପି କଲେ ସମୀକ୍ଷା

ସମ୍ୱଲପୁର: ଆଇନଶୃଙ୍ଖଳା ସ୍ଥିତିରେ ଆସୁଛି ସୁଧାର । ସହରରେ କୋହଳ ହେଲା କର୍ଫ୍ୟୁ ସମୟ । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ ଲୋକ ମାନେ । ସେହିପରି...

Breaking

ସାରା ୟୁରୋପକୁ ବ୍ୟାପୁଛି ଫ୍ରାନ୍ସ ହିଂସା

ନନ୍ଦିଘୋଷ ବ୍ୟୁରୋ: ସାରା ୟୁରୋପରେ ତୀବ୍ର ଜନ ଅସନ୍ତୋଷ। ଫ୍ରାନ୍ସରୁ ଇଟାଲୀ...

ଆଜି ପବିତ୍ର ଶରତ ପୂର୍ଣ୍ଣିମା, ଜାଣନ୍ତୁ ଏହି ଦିନ କାହିଁକି ଲାଗେ କ୍ଷୀରି ଭୋଗ?

ନନ୍ଦିଘୋଷ ବ୍ୟୁରୋ: ଆଜି ହେଉଛି ପବିତ୍ର ଶରତ ପୂର୍ଣ୍ଣିମା ବା କୁମାର...

ଆଜି ଭାରତ-ଜିମ୍ବାୱେ ଲଢେଇ, ଆଗୁଆ ଦିନିକିଆ ଜିତିବା ଲକ୍ଷ୍ୟରେ ଭାରତୀୟ ମହିଳା ଦଳ

ନନ୍ଦିଘୋଷ ବ୍ୟୁରୋ: ଆଜି ଭାରତ ଓ ଜିମ୍ବାୱେ ମୁକାବିଲା । ଭାରତ-...

ଭିଜିଲାନ୍ସ ଜାଲରେ ସୁନାବେଡା DFO କାର୍ଯ୍ୟାଳୟର ସିନିୟର୍ ଆସିସଷ୍ଟାଣ୍ଟ

ନନ୍ଦିଘୋଷ ବ୍ୟୁରୋ: ଭିଜିଲାନ୍ସ ଜାଲରେ ସୁନାବେଡା ଡିଏଫଓଙ୍କ କାର୍ଯ୍ୟାଳୟର ବରିଷ୍ଠ ସହାୟକ।...