spot_img

sitakanta dash

15279 POSTS

Exclusive articles:

ଆଜି ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ, ବଡ଼ ଦେଉଳ ପ୍ରବେଶ କରିବେ ତିନି ଠାକୁର

ପୁରୀ: ଆଜି ହେଉଛି ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ। ଏହା ହେଉଛି ପବିତ୍ର ଘୋଷଯାତ୍ରାର ଅନ୍ତିମ ପର୍ବ। ପରମ୍ପରା ଅନୁଯାୟୀ ରଥ ଉପରେ ସୁନାବେଶ, ଅଧରପଣାର ପରଦିନ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ବିଜେ କରି...

ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଆଜି ବସିବ ବିଜେଡିର ସଂସଦୀୟ ଦଳ ବୈଠକ

ଭୁବନେଶ୍ବର: ଆଜି ବସିବ ବିଜେଡିର ସଂସଦୀୟ ଦଳ ବୈଠକ। ଦଳର ମୁଖ୍ଯ ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ନବୀନ ନିବାସରେ ଏହି ବୈଠକ ବସିବ। ଏଥିରେ ରାଜ୍ଯ ସଭାର ସବୁ ସାଂସଦ ଯୋଗଦେବେ। ଆଗାମୀ...

ତାଗିଦ କଲେ କେନ୍ଦ୍ରୀୟ ନେତୃବୃନ୍ଦ, ମାନିଲେନି ୟୁପି ଉପମୁଖ୍ୟମନ୍ତ୍ରୀ

ଲକ୍ଷ୍ମୌ: ବିଜେପି ନେତାଙ୍କୁ ସୋସିଆଲ ମିଡିଆରେ କିଛି ନ କହିବା ପାଇଁ ନିର୍ଦ୍ଦେଶ ପରେ ୟୁପିର ଉପମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟ ସମସ୍ତଙ୍କୁ ଅଡୁଆରେ ପକାଇଛି  । ସୋସିଆଲ ମିଡିଆ xରେ କେଶବ ପ୍ରସାଦ ମୌର୍ଯ୍ୟଙ୍କ...

ବଡଦାଣ୍ଡରେ ବେହୋସ୍‌ ହୋଇଗଲେ ଆମେରିକୀୟ ଭକ୍ତ, ସହାୟତା କଲେ ନନ୍ଦିଘୋଷ ଟିଭି ପ୍ରତିନିଧି

ପୁରୀ: ବିଶ୍ବପ୍ରସିଦ୍ଧ ରଥଯାତ୍ରାର ଖବର ପ୍ରସାରଣ କରୁଥିବା ସମୟରେ ମାନବିକତା ଦେଖାଇଲେ ନନ୍ଦିଘୋଷ ପ୍ରତିନିଧି ସତ୍ୟଜିତ ସେନ୍‌  । ଜଣେ ଅସୁସ୍ଥ ବିଦେଶୀ ଭକ୍ତଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟ ଶିବିରରେ ପହଞ୍ଚାଇଥିଲେ  ।...

ଆସନ୍ତା ଜୁଲାଇ ୨୦ରେ ବସିବ ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ବର: ଆସନ୍ତା ଜୁଲାଇ ୨୦ରେ ବସିବ ବିଜେଡି ବିଧାୟକ ଦଳ ବୈଠକ। ୨୦ ତାରିଖ ଅପରାହ୍ନରେ ଶଙ୍ଖ ଭବନରେ ବସିବ ବୈଠକ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ।...

Breaking

ଜମ୍ମୁ-କାଶ୍ମୀରରେ ପ୍ରକୃତିର ତାଣ୍ଡବ: ପୁଞ୍ଚରେ ଭୂସ୍ଖଳନ ଯୋଗୁଁ ୭ ମୃତ

ଜମ୍ମୁ-କାଶ୍ମୀରର ପୁଞ୍ଚ ଅଞ୍ଚଳରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି।...

ଆହୁରି ୪ ଦିନ ଯାଏଁ ବଢିବ ରାଜ୍ୟରେ ବର୍ଷା ପରିମାଣ

ନନ୍ଦିଘୋଷ ବ୍ୟୁରୋ: ପୁଣି ରାଜ୍ୟରେ ବଢିବ ବର୍ଷା l ଉପାନ୍ତରୁ ଉପକୂଳ ଓ...

ଦିଲ୍ଲୀ ଜନ୍ତରମନ୍ତରରେ ଭୟାବହ ଉତ୍ତେଜନା; ପ୍ରତିବାଦକାରୀଙ୍କ ଉପରେ ପୋଲିସର ଲାଠିଚାର୍ଜ

 ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀର ରାଜନୈତିକ ପ୍ରାଣକେନ୍ଦ୍ର ଜନ୍ତର ମନ୍ତରରେ ଏକ ବଡ଼...

ଭାରତ ହେବ ଡେଙ୍ଗୁ ମୁକ୍ତ: ପ୍ରଥମ ଡେଙ୍ଗୁ ଭ୍ୟାକ୍ସିନ୍ ‘QDENGA’କୁ ମିଳିଲା ମଞ୍ଜୁରୀ

ଭାରତକୁ ଡେଙ୍ଗୁ ମୁକ୍ତ କରିବା ଦିଗରେ ଏକ ବଡ଼ ସଫଳତା ମିଳିଛି।...