spot_img

Sanjukta Samal

427 POSTS

Exclusive articles:

ଘଞ୍ଚ ଜଙ୍ଗଲରେ ଆରମ୍ଭ ହେବ ଆଡ଼ଭେଞ୍ଚର ଟୁରିଜମ୍।

ନନ୍ଦିଘୋଷ ବ୍ୟୁରୋ : ଘଞ୍ଚ ଜଙ୍ଗଲରେ ଆରମ୍ଭ ହେବ ଆଡ଼ଭେଞ୍ଚର ଟୁରିଜମ୍। ଦେବ୍ରୀଗଡ଼, ଚନ୍ଦକା, ଶିମିଳିପାଳ, ସାତକୋଶିଆ ଭଳି ଅଭୟାରଣ୍ୟରେ ରାତ୍ରୀ ଯାପନ କରିବେ ପର୍ଯ୍ୟଟକ। ହେଲେ ବନ୍ୟଜନ୍ତୁଙ୍କ ସୁରକ୍ଷା ହେଉଛି ଜଙ୍ଗଲ ବିଭାଗର...

ଆସନ୍ତା ଅକ୍ଟୋବର ୨ କୁ NO QR CODE ଦିବସ ଭାବେ ପାଳନ କରାଯିବ।

ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ଅକ୍ଟୋବର ୨ କୁ NO QR CODE ଦିବସ ଭାବେ ପାଳନ କରାଯିବ। ବ୍ୟବସାୟୀମାନେ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ଦିନ ୟୁପିଆଇରେ କୌଣସି ଦେୟ ଗ୍ରହଣ କରାଯିବ...

ବିପଦରେ କଳିଙ୍ଗର କଳିଙ୍ଗା ଘାଟି

ନନ୍ଦିଘୋଷ ବ୍ୟୁରୋ : ବିପଦରେ କଳିଙ୍ଗର କଳିଙ୍ଗା ଘାଟି । କନ୍ଧମାଳ ଜିଲ୍ଲାରେ ଥିବା କଳିଙ୍ଗ ଘାଟି ଫୁଲବାଣୀଠାରୁ ପ୍ରାୟ ୪୮ କିଲୋମିଟର ଦୂରରେ ଥିବାବେଳେ ହଜାର ହଜାର ଲୋକଙ୍କ ଲାଗି ସାଜିଆସିଛି ଲାଇଫଲାଇନ।...

ଆକାଶ ମାର୍ଗରୁ ଦକ୍ଷିଣ ଓଡ଼ିଶାର ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ନନ୍ଦିଘୋଷ ବ୍ୟୁରୋ : ଆକାଶ ମାର୍ଗରୁ ଦକ୍ଷିଣ ଓଡ଼ିଶାର ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି। ୭ ଦିନ ଭିତରେ କ୍ଷୟକ୍ଷତିର ଆକଳନ କରି ତୁରନ୍ତ ରିପୋର୍ଟ...

ଡିଜେ ବିରୋଧରେ ପୁଣି ସାଂଘାତିକ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ଡିଜେ ବାଜୁଛି, ଛାତି ଥରୁଛି । କାନ୍ଥ ଫାଟି ଆଁ କରୁଛି, ଛାତ ଗଳି ପଡୁଛି । ନିୟମକୁ ଜଳାଞ୍ଜଳି ଦେଇ ଦୁମ୍ ଦୁମ୍ କରୁଛି ଭାଇବ୍ରେଟର । ସେପ୍ଟେମ୍ବର...

Breaking

ବିଜୟା ଦଶମୀ ଅବସରରେ ଶ୍ରୀଜୀଉଙ୍କ ସୁନାବେଶ

ନନ୍ଦିଘୋଷ ବ୍ୟୁରୋ: ଶ୍ରୀମନ୍ଦିରରେ ପବିତ୍ର ଦଶହରା ବା ବିଜୟା ଦଶମୀ ଅବସରରେ...

SBI ଉପରେ ସାଇବର ଆଟାକ୍: ୩୮୯୭ ଗ୍ରାହକଙ୍କ ଡ଼ାଟା ଲିକ୍

ନନ୍ଦିଘୋଷ ବ୍ୟୁରୋ: ବ୍ୟାଙ୍କ ଉପରେ ସାଇବର ଆଟାକ୍ । ଭାରତୀୟ ଷ୍ଟେଟ...

୫ କୋଟିରୁ ଉର୍ଦ୍ଧ୍ୱ ସୁନା ଓ ବିଦେଶୀ ମୁଦ୍ରା ଚୋରା ଚାଲାଣ ବେଳେ ମାଡ଼ି ବସିଲା DRI

ନନ୍ଦିଘୋଷ ବ୍ୟୁରୋ: ସୁନା ଚୋରା ଚାଲାଣ ରାକେଟ୍‌ର ପର୍ଦ୍ଦାଫାସ୍‌। ୫ ଗିରଫ।...

ବିମାନ ବନ୍ଦରରେ ୩ ଘଣ୍ଟା ଧରି ଅଟକ ରହିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ବିମାନ ବନ୍ଦରରେ ଦୀର୍ଘ ୩ ଘଣ୍ଟା ଧରି...