spot_img

Rakesh Mallick

6159 POSTS
Copy Editor

Exclusive articles:

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ; ୪ ମୃତ, ୪ ଗୁରୁତର

ଭୁବନେଶ୍ବର: ରାଜ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୪ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ନୂଆପଡ଼ା, ନୟାଗଡ଼, ଢେଙ୍କାନାଳ ଓ...

ଲକ୍ଷ୍ମୀ ବସରୁ ଲୋଗ ହଟାଇବାକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ

କୋଣାର୍କ: ସରକାର ପରିବର୍ତ୍ତନ ହେଲେ ଯୋଜନାର ରୁପାନ୍ତରିତ ହୋଇଥାଏ । ହେଲେ ନୂଆ ସରକାର ଗଠନ ହେବା ପୂର୍ବରୁ ଲୋକାଭିମୁଖି ଯୋଜନାକୁ ନେଇ କିଛି ହଟଚମଟ କରାଯାଏ ତେବେ ଲୋକଙ୍କ ମଧ୍ୟରେ ଅସନ୍ତୋଷ...

କଙ୍ଗନାଙ୍କୁ ଚାପୁଡ଼ା ମାରିଥିବା ମହିଳା CISF ଯବାନଙ୍କ ବିରୋଧରେ କ’ଣ ହୋଇପାରେ କାର୍ଯ୍ୟାନୁଷ୍ଠାନ ?

ଭୁବନେଶ୍ବର: ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାଓ୍ବତଙ୍କୁ ଚଣ୍ଡିଗଡ଼ ଏୟାରପୋର୍ଟରେ ଚାକୁଡ଼ା ମାରିଥିବା CISFର ମହିଳା ଯବାନ କୁଲବିନ୍ଦର କୌରଙ୍କୁ ଗିରଫ କରାଯାଇଛି । ଘଟଣାକୁ ନେଇ ତାଙ୍କୁ ପଚରାଉଚରା ଚାଲିଛି...

ସୁଡସୁଡିଆ ଗାଁକୁ ଛାରଖାର କଲା କାଳବୈଶାଖୀ

ଉଦଳା: କପ୍ତିପଦା ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ । ପୂରା ଗାଁକୁ କରି ଦେଲା ଛାରଖାର । କାଳବୈଶାଖୀ ପ୍ରଭାବରେ କପ୍ତିପଦା ବ୍ଲକର ସୁଡସୁଡିଆ ଗାଁରେ ହୋଇଛି ବ୍ୟାପକ କ୍ଷୟକ୍ଷତି । ଲୋକଙ୍କ ଘରର...

ଜଳେଶ୍ବରରେ ଗୋଟିଏ ରାତିରେ ଦୁଇଟି ଚୋରି

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରେ ମାତିଛନ୍ତି ଚୋର । ରାତି ହେଲେ ଘରେ ପଶୁଛନ୍ତି । ସବୁ କିଛି ଧରି ଚମ୍ପଟ ମାରୁଛନ୍ତି । ଚୋରି ଭୟ ଲୋକଙ୍କ ନିଦ ହଜାଇ...

Breaking

ମମତା ବାନାର୍ଜୀଙ୍କୁ ଆକ୍ରମଣ !

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆକ୍ରମଣ। ଦକ୍ଷିଣ କୋଲକତା...

ରାଜଧାନୀ ବସ୍ତିବାସିନ୍ଦାଙ୍କୁ ଦଶହରା ଭେଟି, ମିଳିଲା ପକ୍କା ଘର

ନନ୍ଦିଘୋଷ ବ୍ୟୁରୋ: ପୂରଣ ହେଲା ରାଜଧାନୀ ବସ୍ତି ବାସିନ୍ଦାଙ୍କ ସ୍ବପ୍ନ ।...

ବିଜେଡିର ବଢୁଛି ବଳ, ଜନସମ୍ପର୍କ ପଦଯାତ୍ରାକୁ ମିଳୁଛି ବିପୁଳ ସମର୍ଥନ

ନନ୍ଦିଘୋଷ ବ୍ୟୁରୋ: ବଢୁଛି ବିଜେଡି ବଳ, ପଦଯାତ୍ରାକୁ ମିଳୁଛି ବିପୁଳ ଜନ...

ମହଙ୍ଗା ମାଡ଼ରେ ହନ୍ତସନ୍ତ ଖାଉଟି, ଆସନ୍ତାବର୍ଷ ବି ବଢ଼ିବ ଦରଦାମ!

ନନ୍ଦିଘୋଷ ବ୍ୟୁରୋ: ମହଙ୍ଗା ମାଡ଼ର ନନଷ୍ଟପ୍ ଇଫେକ୍ଟ, ହନ୍ତସନ୍ତ ଖାଉଟି ।...