spot_img

Kalyani Parida

3707 POSTS

Exclusive articles:

ଆସ୍ଥା ଭୋଟରେ ଜିତିଲେ ନେପାଳ ପ୍ରଧାନମନ୍ତ୍ରୀ, ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ: ଆସ୍ଥା ଭୋଟରେ ଜିତିଲେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବା । ୭୫ ବର୍ଷ ବୟସ୍କ ନେପାଳୀ କଂଗ୍ରେସ ନେତା ଦେଓବାଙ୍କୁ ୧୬୫ଟି ଭୋଟ ମିଳିଛି । ପ୍ରତିନିଧି ସଭାରେ ଆସ୍ଥା...

ସଂସଦରେ ଜାରି ରହିଛି ହଟ୍ଟଗୋଳ; ପୁଣି ଗୃହ ମୁଲତବି

ନୂଆଦିଲ୍ଲୀ: ଆରମ୍ଭରୁ ସଂସଦରେ ପ୍ରବଳ ହଟ୍ଟଗୋଳ । ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ମନ୍ତ୍ରୀମାନଙ୍କୁ ପରିଚିତ କରାଉଥିବାବେଳେ ହୋହାଲ୍ଲା କରିଛନ୍ତି ବିରୋଧୀ। ସ୍ଥିତି ଏପରି ହୋଇଥିଲା ଯେ ପ୍ରଧାନମନ୍ତ୍ରୀ କିଛି କହିବାକୁ...

ବିଷାକ୍ତ ମଦ ପିଇ ବିହାରରେ ୪ ଜଣଙ୍କ ଦୃଷ୍ଟିଶକ୍ତି ନଷ୍ଟ, ୧୬ ମୃତ

ପାଟଣା: ବିହାରର ପଶ୍ଚିମ ଚମ୍ପାରଣରେ ବିଷାକ୍ତ ମଦ ପିଇ ଏଯାଏଁ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ଏହାବ୍ୟତୀତ ୪ ଜଣଙ୍କର ଦୃଷ୍ଟିଶକ୍ତି ହରାଇଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ। ସୂଚନା ଅନୁଯାୟୀ, ବିହାରରେ...

ୟୁରୋ କପ୍ ଜିତିବା ଖୁସିରେ ମାନିଲେନି କଟକଣା, ଇଟାଲୀରେ ବଢୁଛି ସଂକ୍ରମଣ

ରୋମ୍: ୟୁରୋ କପ୍ ୨୦୨୦ ଜିତିବା ଖୁସିରେ ଇଟାଲୀରେ କୋଭିଡ଼ ନିୟମ ଉଲ୍ଲଂଘନ ହୋଇଛି। ୧୨ ଜୁଲାଇରେ ୟୁରୋକପରେ ଇଂଲଣ୍ଡକୁ ହରାଇ ଜିତିଥିଲା ଇଟାଲୀ। ଜିତିବା ଖୁସିରେ ବହୁଦିନ ପରେ ରୋମ୍, ମିଲାନ୍...

ମୗେସୁମୀ ଅଧିବେଶନରେ ବିରୋଧିଙ୍କ ହଟ୍ଟଗୋଳ, ଦିନ ୨ଟା ଯାଏଁ ଗୃହ ମୁଲତବି

ନୂଆଦିଲ୍ଲୀ: ସଂସଦର ମୗେସୁମୀ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ କରିଛନ୍ତି ବିରୋଧି । ଲୋକସଭାରେ କଂଗ୍ରେସ, ଟିଏମସି, ବିଏସପି ଏବଂ ଅକାଳୀ ଦଳ ସାଂସଦମାନେ ଦର ବୃଦ୍ଧି, କୃଷକ ଆନ୍ଦୋଳନ ତଥା ଅନ୍ୟାନ୍ୟ ପ୍ରସଙ୍ଗରେ...

Breaking

୧୮ ତାରିଖ ଭିତରେ ସୁଭଦ୍ରା ଟଙ୍କା ; ୪ଲକ୍ଷ ୫୭ ହଜାର ୬୮୧ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା

ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ୧୮ ତାରିଖ ଭିତରେ ସୁଭଦ୍ରା ଟଙ୍କା...

ପକ୍ଷପାତ କରୁଛନ୍ତି ଗୌତମ ଗମ୍ଭୀର ? ODIରେ ଆୟୁଷ ବଦୋନୀଙ୍କ ଚୟନକୁ ନେଇ ଉଠିଲା ପ୍ରଶ୍ନ

ଯୁବ ଅଲରାଉଣ୍ଡର ଆୟୁଷ ବଦୋନୀଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚ ପାଇଁ...

ପ୍ରଶାନ୍ତ ତମାଙ୍ଗଙ୍କ ମୃତ୍ୟୁ ପଛର କାରଣ କଣ, ନିଦ୍ରା ସମୟରେ କାହିଁକି ହାର୍ଟ ପ୍ରତି ବିପଦ ବଢ଼ୁଛି ?

ଇଣ୍ଡିଆନ ଆଇଡଲ­-୩ର ବିଜେତା ପ୍ରଶାନ୍ତ ତମାଙ୍ଗଙ୍କର ୪୩ ବର୍ଷ ବୟସରେ ନିଦ୍ରା...

T-20 ବିଶ୍ବକପ ୨୦୨୬: ଭାରତରେ ମ୍ୟାଚ ଖେଳିବ ବାଂଲାଦେଶ, ଭେନ୍ୟୁ ପରିବର୍ତ୍ତନକୁ ICCର ଅଗ୍ରାହ୍ୟ

ଭେନ୍ୟୁ ପରିବର୍ତ୍ତନ ପାଇଁ ବାଂଲାଦେଶ ବାରମ୍ବାର ଅପିଲ କରିଥିଲେ ହେଁ ସେନେଇ...