spot_img

Anita Rath

1015 POSTS

Exclusive articles:

ହ୍ୱାଟସ ଆପ୍ OTP ସ୍କାମରୁ କିଭଳି ବଞ୍ଚିବେ? ଜାଣି ରଖନ୍ତୁ ସିକ୍ରେଟ ଟିପ୍ସ

ଗତ କିଛି ଦିନ ହେବ ଆପଣ ହ୍ୱାଟସଆପର ଓଟିପି ସ୍କାମ୍ ବାବଦରେ ଶୁଣୁଥିବେ । ଗତ କିଛିଦିନ ହେବ ଠକ ହ୍ୱାଟସଆପକୁ ଠକେଇ ପାଇଁ ଟାର୍ଗେଟ୍ କରୁଛନ୍ତି । ସତର୍କ ନରହିଲେ ଆପଣଙ୍କ...

ଜୋ ବାଇଡେନଙ୍କୁ ଶୁଭେଚ୍ଛା ଜଣାଇବାରେ କାହିଁକି ବିଳମ୍ବ କରୁଛନ୍ତି ପୁତିନ?

ନୂଆଦିଲ୍ଲୀ:  ବିଶ୍ୱର ଏକାଧିକ ଦେଶ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ବାଇଡେନଙ୍କୁ ବିଜୟର ଶୁଭେଚ୍ଛା ଜଣାଇ ସାରିଥିବା ବେଳେ ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁତିନ କିନ୍ତୁ ଏଥିରେ ବିଳମ୍ବ କରୁଛନ୍ତି । ନିକଟରେ ଏହା...

ଭ୍ୟାକସିନ ୯୫ ପ୍ରତିଶତ ସଫଳ ହେବା ପଛର ସତ୍ୟତା କ’ଣ?

ନୂଆଦିଲ୍ଲୀ: କରୋନା ଭ୍ୟାକସିନ ରେସରେ ସାରା ବିଶ୍ୱ। ଭ୍ୟାକସିନକୁ ସଫଳ ରୂପାୟନ ଦେବାପାଇଁ ପ୍ରଚେଷ୍ଟା ଜାରି ରହିଛି । ଏହାକୁ ନେଇ ଫ୍ରଣ୍ଟ-ରନର-କ୍ୟାଣ୍ଡିଡେଟସ୍ ଯଥେଷ୍ଟ ଉନ୍ନତି କଲେଣି । PHIZER ଏବଂ BIONTECH...

ଚୀନର ଅବିଶ୍ୱସନୀୟ ଦାବି: ଗୁଇଝୋଉ ପ୍ରଦେଶରେ ଗରିବ ନାହାଁନ୍ତି

ନୂଆଦିଲ୍ଲୀ:  କରୋନା ସହ ଦୁନିଆ ଲଢୁଛି । ଲକଡାଉନ୍ ସଟଡାଉନ୍ କାରଣରୁ ଲୋକଙ୍କ ଆର୍ଥିକ ଅବସ୍ଥା ପ୍ରଭାବିତ ହୋଇଛି । କୋଟି କୋଟି ଲୋକ କରୋନା କାରଣରୁ ଦାନା ପାଇଁ ଡହଳ ବିକଳ...

ଅବସର ପରେ କ୍ଷୀର-ଟମାଟୋ ବିକୁଛନ୍ତି ଧୋନି!

ରାଞ୍ଚି: କ୍ରିକେଟରୁ ଅବସର ନେବାପରେ ଭାରତୀୟ କ୍ରିକେଟ ଟିମର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ନଜର କୃଷି ଉପରେ । ଡାୟରୀ ଫାର୍ମ ସହିତ ଜୈବିକ ଚାଷ ଉପରେ ନଜର ଦେଇଛନ୍ତି...

Breaking

ବର୍ଷା ଆଶାରେ ଗିରି ପୂଜା, ଇନ୍ଦ୍ରଦେବଙ୍କୁ ସନ୍ତୁଷ୍ଟ ପାଇଁ ଚାଲିଛି ପୁରୁଣା ପରମ୍ପରା

ନନ୍ଦିଘୋଷ ବ୍ୟୁରୋ : ଆକାଶରେ ଢାଙ୍କି ରହୁଛି କଳାହାଣ୍ଡିଆ ମେଘ । ହେଲେ...

ଆଦିବାସୀଙ୍କ ମୁଣ୍ଡକୁ ମିଳୁନି ଛାତ, ଭଙ୍ଗା ଘରେ ବିତୁଛି ଜୀବନ

ନନ୍ଦିଘୋଷ ବ୍ୟୁରୋ : କେଉଁଠି ଛାତ ଗଳି ପଡ଼ିଛି ତ ଆଉ...

ତେଲେଙ୍ଗାନାରେ ୯ ଓଡ଼ିଆ ଦାଦନ ଶ୍ରମିକ ଫସିଛନ୍ତି, ୫ ଦିନ ହେଲା ଭୋକ ଉପାସ; ଉଦ୍ଧାର ପାଇଁ ଗୁହାରି

ନନ୍ଦିଘୋଷ ବ୍ୟୁରୋ : ପୁଣି ସାମ୍ନାକୁ ଆସିଛି ଦାଦନ ଦୁଃଖର ସାଂଘାତିକ...