ରାଜଧାନୀରେ ମାତିଲେ ଏଟିଏମ୍ ଲୁଟେରା

1 min read

ଭୁବେନଶ୍ୱର ନନ୍ଦନକାନନ ଏଟିଏମରୁ ଲୁଟ୍ । ଏଟିଏମ୍ ତାଡ଼ିଲେ, ଟଙ୍କା ଲୁଟିଲେ । ସୁରାକ ଲିଭାଇବା ପାଇଁ ସିସି କ୍ୟାମେରା ଭାଙ୍ଗି ମେସିନ ତାଡ଼ିନେଲେ। ଖବର ପାଇ ନନ୍ଦନକାନନ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ନନ୍ଦନକାନନର ୨ ନମ୍ବର ଗେଟ୍ ଭିତରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଟିଏମକୁ ଭାଙ୍ଗି ଟଙ୍କା ଲୁଟ୍ ହେଇଥିବା ସନ୍ଦେହ କରାଯାଉଛି । ନନ୍ଦନକାନନରେ ଲାଗିଥିବା ସିସିଟିଭି ଫୁଟେଜକୁ ଛାନଭିନ କରୁଛି ପୋଲିସ । ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀ ଓ କମର୍ଚାରୀଙ୍କୁ ମଧ୍ୟ ପୋଲିସ ପଚରାଉଚରା କରୁଛି । ')}

Leave a Reply