ଦିଗପହଣ୍ଡି: ପାଟପୁର ଥାନା ASI ପ୍ରୀତି ମଞ୍ଜରୀ ଗଡ଼ନାୟକ ଓ ତାଙ୍କ ସ୍ୱାମୀଙ୍କ ନାଁରେ ଏତଲା । ଥାନାରେ ଡ୍ୟୁଟି ବଣ୍ଟନ ବେଳେ IICଙ୍କୁ ଆକ୍ରମଣ ଅଭିଯୋଗ । ASI ପ୍ରୀତି ମଞ୍ଜରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ । ଘଟଣାର ତଦନ୍ତ କରୁଛନ୍ତି ଅତିରିକ୍ତ ଏସପି । ଗଞ୍ଜାମ ଏସପି ବ୍ରିଜେଶ ରାଏଙ୍କ ସୂଚନା ।

1 min read

Leave a Reply