କୋଟିଆରେ ହେବ ଭୋଟ ଗ୍ରହଣ: ପ୍ରାର୍ଥୀଙ୍କୁ ପ୍ରଭାବିତ କରୁଛି ଆନ୍ଧ୍ର ସରକାର !

କୋଟିଆର ପଟାଙ୍ଗୀ ଜୋନ୍‌ ଓ୍ୱାନ୍‌ରେ ହେବ ନିର୍ବାଚନ । ଜିଲ୍ଲା ପରିଷଦ ନିର୍ବାଚନରେ ସର୍ଵଦଳୀୟ ପ୍ରାର୍ଥୀ ମମତା ଯାନୀଙ୍କୁ ନିର୍ଦ୍ୱନ୍ଦ ଜିତେଇବା ଆଶା ଫେଲ ମାରିଲା । ସର୍ଵଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ଟିକାଇ ଗେମେଲ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିବେ । ସର୍ଵଦଳୀୟ କମିଟି ପକ୍ଷରୁ ତାଙ୍କୁ ବୁଝେଇବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ଟିକାଇ ଗେମେଲ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିନାହାନ୍ତି । ଆନ୍ଧ୍ର ସରକାରଙ୍କ ପକ୍ଷରୁ ଟିକାଇ ଗେମେଲଙ୍କୁ ପ୍ରଭାବିତ କରାଯାଇଥିବା ସନ୍ଦେହ କରାଯାଉଛି ।

ଏଥିସହିତ ପଢ଼ନ୍ତୁ: ପ୍ରଥମ ପାରା ବ୍ୟାଡମିଣ୍ଟନ ଖେଳାଳି ଭାବେ ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ ସମ୍ମାନ

Leave a Reply