ରାଜ୍ୟରେ ପୁଣି ୧୬୩୩ ନୂଆ କରୋନା ଆକ୍ରାନ୍ତ
2 min readଭୁବନେଶ୍ୱର: ରାଜ୍ୟରେ ପୁଣି ୧୬୩୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ପୂର୍ବ ମାସ ତୁଳନାରେ ଏବେ ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଯାହାକି ରାଜ୍ୟ ପାଇଁ ଏକ ଭଲ ଖବର । ୧୬୩୩ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୯୫୫ ଜଣ ଚିହ୍ନଟ ହୋଇଥିବା ବେଳେ ୬୭୮ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସୁଦ୍ଧା ମୋଟ୍ ୨,୬୨,୦୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭,୮୮୬ ରହିଛି ।
Covid-19 Report For 24th October
New Positive Cases: 1633
In quarantine: 955
Local contacts: 678(Details of local contacts will be shared by concerned District Administration)
District Wise Cases:
1. Angul: 100
2. Balasore: 26
3. Bargarh: 53
4. Bhadrak: 21
5. Balangir: 80— I & PR Department, Odisha (@IPR_Odisha) October 25, 2020
୧୬୩୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୧୦୦ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୬, ବରଗଡରୁ ୫୩, ଭଦ୍ରକରୁ ୨୧, ବାଲାଙ୍ଗିରରୁ ୮୦, ବୌଦ୍ଧରୁ ୩୫, କଟକରୁ ୧୩୨, ଦେଓଗଡ଼ରୁ ୮, ଢ଼େଙ୍କାନାଳରୁ ୩୯, ଗଜପତିରୁ ୧୩, ଗଞ୍ଜାମରୁ ୩୩, ଜଗତ୍ସିଂହପୁରରୁ ୭୯, ଯାଜପୁରରୁ ୪୩, ଝାରସୁଗୁଡାରୁ ୫୪, କାଳାହାଣ୍ଡିରୁ ୩୬, କନ୍ଧମାଳରୁ ୨୪, କେନ୍ଦ୍ରାପଡାରୁ ୧୦୫, କେନ୍ଦୁଝରରୁ ୫୧, ଖୋର୍ଦ୍ଧାରୁ ୧୫୮, କୋରାପୁଟରୁ ୩୫, ମାଲକାନଗିରିରୁ ୫୩, ମୟୂରଭଞ୍ଜରୁ ୪୨, ନବରଙ୍ଗପୁରରୁ ୪୧, ନୟାଗଡ଼ରୁ ୨୩, ନୁଆପଡାରୁ ୮୯, ପୁରୀରୁ ୫୮, ରାୟଗଡାରୁ ୧୧, ସମ୍ବଲପୁରରୁ ୩୨, ସୋନପୁରରୁ ୨୨, ସୁନ୍ଦରଗଡରୁ ୧୦୬ ଜଣ ସୁସ୍ଥ ହୋଇଛନ୍ତି ।
22. Mayurbhanj: 42
23. Nawarangpur: 41
24. Nayagarh: 23
25. Nuapada: 89
26. Puri: 58
27. Rayagada: 11
28. Sambalpur: 32
29. Sonepur: 22
30. Sundargarh: 106
31. State Pool: 31New recoveries: 2613
Cumulative Tested: 4318075
Positive: 281215
Recovered: 262031
Active Cases: 17886— I & PR Department, Odisha (@IPR_Odisha) October 25, 2020
ଅନ୍ୟପଟେ ରାଜ୍ୟରେ ପୁଣି ୧୬ ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି । ଏହା ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୪୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Regret to inform the demise of sixteen #COVID19 positive patients while under treatment in hospitals.
1.A 70-year old male of Ganjam district who was also suffering from Hypertension & Diabetes Mellitus.
2.A 62-year old male of Bhubaneswar who was also suffering from CKD.— H & FW Dept Odisha (@HFWOdisha) October 25, 2020
6.A 67-year old male of Angul district who was suffering from Congestive Hepatopathy.
7. A 62-year old male of Sundargarh district who was also suffering from Psoriasis, HTN, IHD.
8.A 48-year old male of Sundargarh district who was also suffering from Multi Organ Dysfunction.— H & FW Dept Odisha (@HFWOdisha) October 25, 2020
14.A 66-year old male of Balasore district who was also suffering from Hypertension & Diabetes Mellitus.
15. A 45-year old male of Balasore district who was also suffering from Diabetes Mellitus.— H & FW Dept Odisha (@HFWOdisha) October 25, 2020