ରାଜ୍ୟରେ ଦିନକରେ ୨୬୦୪ ସଂକ୍ରମିତ ଚିହ୍ନଟ ଓ ୧୫ମୃତ
1 min readଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ୨୪ଘଣ୍ଟାରେ ୩୦ଜିଲ୍ଲା ଓ ଷ୍ଟେଟପୁଲରୁ ୨୬୦୪ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୧୫୧୧ ଏବଂ ସ୍ଥାନୀୟ ସଂକ୍ରମଣ ୧୦୯୩ ରହିଛି । ସେହିପରି ଲଗାତାର ଭାବେ ଖୋର୍ଦ୍ଧାରେ କମୁଛି ସଂକ୍ରମିତଙ୍କ ସଂଖ୍ୟା । ବୁଧବାରରେ ଖୋର୍ଦ୍ଧାରୁ ସର୍ବାଧିକ ୩୮୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
6. Boudh: 31
7. Cuttack: 209
8. Deogarh: 13
9. Dhenkanal: 33
10. Gajapati: 8
11. Ganjam: 29
12. Jagatsinghpur: 84
13. Jajpur: 113
14. Jharsuguda: 57
15. Kalahandi: 76
16. Kandhamal: 38
17. Kendrapada: 70
18. Keonjhar: 51
19. Khurda: 385
20. Koraput: 31
21. Malkangiri: 57— I & PR Department, Odisha (@IPR_Odisha) October 14, 2020
ବୁଧବାରରେ ଅନୁଗୁଳରୁ ୨୧୬, କଟକରୁ ୨୦୯, ସୁନ୍ଦରଗଡ଼ରୁ ୧୮୬, ବାଲେଶ୍ବରରୁ ୧୬୪, ମୟୂରଭଞ୍ଜରୁ ୧୨୨, ଯୟପୁରରୁ ୧୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆପଡାରୁ ୯୫, ବରଗଡ଼ରୁ ୯୦, ଜଗତସିଂହପୁରରୁ ୮୪, କଲାହାଣ୍ଡିରୁ ୭୬, କେନ୍ଦ୍ରାପଡାରୁ ୭୦, ବଲାଙ୍ଗିରରୁ ୬୪, ନବରଙ୍ଗପୁରରୁ ୬୦, ଝାରସୁଗୁଡା ଓ ମାଲକାନଗିରିରୁ ୫୭ଜଣ ଲେକାଏଁ, କେନ୍ଦୁଝରରୁ ୫୧, ଭଦ୍ରକରୁ ୫୦,ସମ୍ବଲପୁରରୁ ୪୯, କନ୍ଧମାଳରୁ ୩୮, ନୟାଗଡ଼ରୁ ୩୫, ଢେଙ୍କାନାଳରୁ ୩୩, ବୌଦ୍ଧ ଓ କୋରପୁଟରୁ ୩୧ଜଣ ଲେଖାଏଁ, ଗଞ୍ଜାମରୁ ୨୯, ରାୟଗଡ଼ାରୁ ୨୧, ଦେଓଗଡ଼ରୁ ୧୩, ଗଜପତିରୁ ୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
22. Mayurbhanj: 122
23. Nawarangpur: 60
24. Nayagarh: 35
25. Nuapada: 95
26. Puri: 49
27. Rayagada: 21
28. Sambalpur: 49
29. Sonepur: 44
30. Sundargarh: 186
31. State Pool: 74New Recoveries: 2796
Cumulative Tested: 3878992
Positive: 259541
Recovered: 232988
Active Cases: 25428— I & PR Department, Odisha (@IPR_Odisha) October 14, 2020
ସେହିପରି ବୁଧବାରରେ ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧୦୭୨ରେ ପହଞ୍ଚିଛି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୫୯ହଜାର ୫୪୧ ଥିବା ବେଳେ ଆକ୍ଟିଭ କେସ୍ ୨୫ହଜାର ୪୨୮ ରହିଛି । ଏବଂ କରୋନାରୁ ୨ଲକ୍ଷ ୩୨ହଜାର ୯୮୮ଜଣ ସୁସ୍ଥ ହୋଇଛନ୍ତି ।