ବଲାଙ୍ଗିର ଜିଲ୍ଲାରେ ପୁଣି ଚାରି ଦିନିଆ ସଟଡାଉନ୍ ଘୋଷଣା । ଆସନ୍ତା ୮ ତାରିଖ ଶନିବାରରୁ ୧୧ ତାରିଖ ମଙ୍ଗଳବାର ପର୍ଯ୍ୟନ୍ତ ଚାରି ଦିନିଆ ସଟଡାଉନ ଘୋଷଣା କଲେ ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ।

Leave a Reply