ରାଜ୍ୟରେ ଆଉ ୮୭୮ ଜଣ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ…
1 min readଭୁବନେଶ୍ୱର: ରାଜ୍ୟରେ ଆଉ ୮୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ୮୭୮ ଜଣ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ସୁଦ୍ଧା ୧୮,୯୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଏହି ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୩୯୬ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୧୪ ଜଣ, ଗଜପତିରୁ ୪୯, ଜଗତସିଂହପୁରରୁ ୪୪, କୋରାପୁଟରୁ ୩୫, ବାଲେଶ୍ୱରରୁ ୩୩ ଜଣ ସୁସ୍ଥ ହୋଇଛନ୍ତି ।
Happy to share that a record 878 #COVID19 patients have recovered today and are being discharged.
The total recovered cases of Odisha now stand at 18938.
396 from Ganjam
114 from Khurdha
49 from Gajapati
44 from Jagatsinghpur
35 from Koraput
33 from Balasore— H & FW Dept Odisha (@HFWOdisha) July 29, 2020
ସେହିଭଳି କନ୍ଧମାଳରୁ ୨୯, ଅନୁଗଳରୁ ୨୬, କେନ୍ଦୁଝରରୁ ୨୩, ନୟାଗଡ଼ରୁ ୧୬, କଟକରୁ ୧୪, ସୁନ୍ଦରଗଡ଼ରୁ ୧୪, ଭଦ୍ରକରୁ ୧୩, ମାଲକାନିରିରୁ ୧୧, ଯାଜପୁରରୁ ୧୦, କେନ୍ଦ୍ରାପଡ଼ାରୁ ୮ ଜଣ ସୁସ୍ଥ ହୋଇଛନ୍ତି । ବରଗଡ଼-ବୌଦ୍ଧ-ଢ଼େଙ୍କାନାଳରୁ ୭ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଝାରସୁଗୁଡ଼ାରୁ ୫, ବଲାଙ୍ଗିର ଓ ପୁରୀରୁ ୪ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିଭଳି ନୂଆପଡ଼ା-ରାୟଗଡ଼ାରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜରୁ ୨ ଓ ସମ୍ବଲପୁରରୁ ଜଣେ ଲେଖଏଁ ସୁସ୍ଥ ହୋଇଛନ୍ତି ।
29 from Kandhamal
26 from Angul
23 from Keonjhar
16 from Nayagarh
14 from Cuttack
14 from Sundergarh
13 from Bhadrak
11 from Malkangiri
10 from Jajpur
8 from Kendrapara
7 each from Baragarh, Boudh & Dhenkanal
5 from Jharsuguda
4 each from Bolangir & Puri— H & FW Dept Odisha (@HFWOdisha) July 29, 2020
3 each from Nuapada & Rayagada
2 from Mayurbhanj
1 from Sambalpur— H & FW Dept Odisha (@HFWOdisha) July 29, 2020