ନୂଆଦିଲ୍ଲୀ: ୨୦୧୨ ଦିଲ୍ଲୀ ନିର୍ଭୟା ମାମଲା । ଫାଶୀ ବିରୋଧରେ ଅନ୍ତର୍ଜାତୀୟ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ନିର୍ଭୟା ଦୋଷୀ । ଫାଶୀ ଟାଳିବାକୁ କୋର୍ଟରେ ୪ ଦୋଷୀଙ୍କ ମଧ୍ୟରୁ ୩ ଜଣଙ୍କ ଆବେଦନ । ICJଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅକ୍ଷୟ, ପୱନ ଓ ବିନୟ ।
1 min readନୂଆଦିଲ୍ଲୀ: ୨୦୧୨ ଦିଲ୍ଲୀ ନିର୍ଭୟା ମାମଲା । ଫାଶୀ ବିରୋଧରେ ଅନ୍ତର୍ଜାତୀୟ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ନିର୍ଭୟା ଦୋଷୀ । ଫାଶୀ ଟାଳିବାକୁ କୋର୍ଟରେ ୪ ଦୋଷୀଙ୍କ ମଧ୍ୟରୁ ୩ ଜଣଙ୍କ ଆବେଦନ । ICJଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅକ୍ଷୟ, ପୱନ ଓ ବିନୟ ।