ହୀରାକୁଦ ଗେଟ୍ ଖୋଲିବା ଯୋଗୁ ଜଗତସିଂହପୁର ଜିଲ୍ଲା ବେଶୀ ପ୍ରଭାବିତ ହୋଇଛି। ଜିଲ୍ଲା ଦେଇ ପ୍ରବାହିତ ଶାଖା ନଦୀ ଦେବୀ, ମହାନଦୀ ଓ ପାଇକା ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକର ବିଭିନ୍ନ ଗାଁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି l ବନ୍ଧ ଉପରେ ରହୁଥିବା ବନ୍ୟା ବିପନ୍ନଙ୍କୁ ଆବଶ୍ୟକ ସୁବିଧା ସରକାରଙ୍କୁ ପକ୍ଷରୁ ଯୋଗାଇ ଦିଆଯାଉନଥିବାରୁ ସେମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ବୃଦ୍ଧି ପାଇଛି lମହାନଦୀ ଓ ପାଇକା ନଦୀ ର ତଳିଆ ଅଞ୍ଚଳରେ ବନ୍ୟା ପାଣି ବନ୍ଧରେ ମାଡ ହେଉଥିବାରୁ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଅଞ୍ଚଳବାସୀ l ମଣିଜଙ୍ଗା ଠାରୁ କୋଲର ଧୋଇଆ ଅଞ୍ଚଳ ଯିବା ରାସ୍ତା ଉପରେ ବନ୍ୟା ପାଣି ପ୍ରବାହିତ ହେଉଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ହୀରାକୁଦ ଗେଟ୍ ଖୋଲିବା ଯୋଗୁ ଜଗତସିଂହପୁର ଜିଲ୍ଲା ବେଶୀ ପ୍ରଭାବିତ ହୋଇଛି । ଜିଲ୍ଲା ଦେଇ ପ୍ରଭାବିତ ଶାଖା ଦେବୀ , ମହାନଦୀ ଓ ପାଇକା ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକର ବିଭିନ୍ନ ଗାଁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଚି । ବନ୍ଧ ଉପରେ ରହୁଥିବା ବନ୍ୟା ବିପନ୍ନଙ୍କୁ ଆବଶ୍ୟକ ସୁବିଧା ସରକାରଙ୍କୁ ପକ୍ଷରୁ ଯୋଗାଇ ଦିଆନଯାଉନଥିବାରୁ ସେମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ବୃଦ୍ଧି ପାଇଛି । ମହାନଦୀ ଓ ପାଇକା ନଦୀର ତଳିଆ ଅଞ୍ଚଳରେ ବନ୍ୟା ପାଣି ବନ୍ଧରେ ମାଡ ହୋଇଥିବାରୁ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଅଞ୍ଚଳବାସୀ । ମଣିଜଙ୍ଗା ଠାରୁ କୋଊରୁ ଧୋଇଆ ଅଞ୍ଚଳ ଯିବା ରାସ୍ତା ଉପରେ ବନ୍ୟା ପାଣି ପ୍ରଭାବିତ ହେଉଛି ।ଫଳରେ ଯାତାୟତ ବାଧାପାପ୍ତ ହୋଇଛି । ପୁଣି ରାଜଧାନୀରେ ମର୍ଡର। ଲିଙ୍ଗରାଜ ଥାନା ଅଞ୍ଚଳରେ ବିଭତ୍ସ ହତ୍ୟା। ମୃତକ ଯୁବକ ଜଣଙ୍କ ହେଉଛନ୍ତି ଜିତୁ କାଣ୍ଡି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ପେଶାରେ ସେ ଜଣେ ଦୋକାନୀ । ଗାୟତ୍ରୀ ବସ୍ତି ନିକଟରେ ସେ ଏକ ପାନ ଦୋକାନ କରିଥିଲେ। ଗତକାଲି ବିଳମ୍ବିତ ରାତିରେ ସେହି ଦୋକାନରେ ତାଙ୍କୁ ହଣା ଯାଇଥିବା ସନ୍ଦେହ କରାଯାଉଛି । ଲିଙ୍ଗରାଜ ଥାନା ପୋଲିସ ଯାଇ ଘଟଣାସ୍ଥଳରେ ପହଞ୍ଚିଛି ଶବ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାରେ ୩ ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି l ସାଇଣ୍ଟିଫିକ ଟିମ ମଧ୍ୟ ପହଂଚି ତଦନ୍ତ ଚଳାଇଛି l ମୃତ ଜିତୁ ସବୁଦିନନ ଗାୟତ୍ରୀ ବସ୍ତି ଆସି ଏହି ଦୋକାନ ଘରେ ଖଟି କରନ୍ତି ଓ ଜନୈକ ମହିଳା ଙ୍କ ଘରକୁ ଯିବା ଆସିବା କରନ୍ତି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି… ପୁଣି ରାଜଧାନୀରେ ମର୍ଡର । ଲିଙ୍ଗରାଜ ଥାନା ଅଞ୍ଚଳରେ ବିଭତ୍ସ ହତ୍ୟା । ମୃତକ ଯୁବକ ଜଣଙ୍କ ହେଉଛନ୍ତି ଜିତୁ କାଣ୍ଡି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ପେଶାରେ ସେ ଜଣେ ଦୋକାନୀ । ଗାୟତ୍ରୀ ବସ୍ତି ନିକଟରେ ସେ ଏକ ପାନ ଦୋକାନ କରିଥିଲେ । ଗତକାଲି ବିଳମ୍ବିତ ରାତିରେ ସେହି ଦୋକାନରେ ତାଙ୍କୁ ହଣା ଯାଇଥିବା ସନ୍ଦେହ କରାଯାଉଛି । ଲିଙ୍ଗରାଜ ଥାନା ପୋଲିସ ଯାଇ ଘଟଣା ସ୍ଥଳରେ ପହଞ୍ଚିଛି ଶବ ଜବତ କରି କ୍ୟାପିଟାଲ ହସ୍ପିଟାଲ ପାଇଁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାରେ ୩ ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ ଟିମ ମଧ୍ୟ ପହଞ୍ଚି ତଦନ୍ତ ଚଳାଇଛି । ମୃତ ଜିତୁ ସବୁଦିନ ଗାୟତ୍ରୀ ବସ୍ତି ଆସି ଏହି ଦୋକାନ ଘରେ ଖଟି କରନ୍ତି ଓ ଜନୈକ ମହିଳାଙ୍କ ଘରକୁ ଯିବା ଆସିବା କରନ୍ତି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ହୀରାକୁଦ ଗେଟ୍ ଖୋଲିବା ଯୋଗୁ ଜଗତସିଂହପୁର ଜିଲ୍ଲା ବେଶୀ ପ୍ରଭାବିତ ହୋଇଛି। ଜିଲ୍ଲା ଦେଇ ପ୍ରବାହିତ ଶାଖା ନଦୀ ଦେବୀ, ମହାନଦୀ ଓ ପାଇକା ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକର ବିଭିନ୍ନ ଗାଁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି l ବନ୍ଧ ଉପରେ ରହୁଥିବା ବନ୍ୟା ବିପନ୍ନଙ୍କୁ ଆବଶ୍ୟକ ସୁବିଧା ସରକାରଙ୍କୁ ପକ୍ଷରୁ ଯୋଗାଇ ଦିଆଯାଉନଥିବାରୁ ସେମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ବୃଦ୍ଧି ପାଇଛି lମହାନଦୀ ଓ ପାଇକା ନଦୀ ର ତଳିଆ ଅଞ୍ଚଳରେ ବନ୍ୟା ପାଣି ବନ୍ଧରେ ମାଡ ହେଉଥିବାରୁ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଅଞ୍ଚଳବାସୀ l ମଣିଜଙ୍ଗା ଠାରୁ କୋଲର ଧୋଇଆ ଅଞ୍ଚଳ ଯିବା ରାସ୍ତା ଉପରେ ବନ୍ୟା ପାଣି ପ୍ରବାହିତ ହେଉଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏନେଇ ସେଠାରୁ ଅଧିକ ଆଲୋଚନା କରିଛନ୍ତି ଆମ ଜଗତସିଂହପୁର ପ୍ରତିନିଧି ଦୀପ୍ତି ମହାନ୍ତି ହୀରାକୁଦ ଗେଟ ଖୋଲିବା ଯୋଗୁ ଜଗତସିଂହପୁର ଜିଲ୍ଲା ଦେଇ ପ୍ରବାହିତ ଶାଖା ନଦୀ ଦେବୀ , ମହାନଦୀ ଓ ପାଇକା ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ବିଭିନ୍ନ ଗାଁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ଧ ଉପରେ ରହୁଥିବା ବନ୍ୟା ବିପନ୍ନଙ୍କୁ ଆବଶ୍ୟକ ସୁବିଧା ସରକାରଙ୍କୁ ପକ୍ଷରୁ ଯୋଗାଇ ଦିଆଯାଉଥିବାରୁ ସେମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ବୃଦ୍ଧି ପାଇଛି । ମହାନଦୀ ଓ ପାଇକା ନଦୀ ର ତଳିଆ ଅଞ୍ଚଳରେ ବନ୍ୟା ପାଣି ବନ୍ଧରେ ମାଡ ହେଉଥିବାରୁ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଅଞ୍ଚଳବାସୀ । ମଣିଜଙ୍ଗା ଠାରୁ କୋଲର ଧୋଇଆ ଅଞ୍ଚଳ ଯିବା ରାସ୍ତା ଉପରେ ବନ୍ୟା ପାଣି ପ୍ରଭାବିତ ହୋଇଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏନେଇ ସେଠାରୁ ଅଧିକ ଆଲୋଚନା କରିଛନ୍ତି ଆମ ଜଗତସିଂହପୁର ପ୍ରତିନିଧି ଦୀପ୍ତି ମହାନ୍ତି । ଭୁବନେଶ୍ଵରରେ ପାଇପ ଗ୍ୟାସ୍ ଲିକ୍ । ଶୈଳଶ୍ରୀ ବିହାରରେ ଗ୍ୟାସ୍ ଲିକ୍ ହୋଇଛି। ମାଟି ଖୋଳିବା ବେଳେ ପାଇପ୍ ଫାଟିବାରୁ ଲିକ୍ ହୋଇଥିବା ସୂଚନା। ଶୈଳଶ୍ରୀ ବିହାର ତାରିଣୀ ମନ୍ଦିର ନିକଟରେ ଏହି ଅଘଟଣ ଘଟିଛି। ମାଟି ଖୋଳିବା ବେଳେ ଗେଲ୍ ଇଣ୍ଡିଆର ଗ୍ୟାସ୍ ପାଇପ୍ ଲାଇନ୍ କ୍ଷତିଗ୍ରସ୍ତ ହେବାରୁ ଲିକ୍ ହୋଇଥିଲା ଗ୍ୟାସ୍ । ମନ୍ଦିରର ଉନ୍ନତିମୂଳକ କାମ ପାଇଁ ଜେସିବିରେ ମାଟି ଖୋଳାଯାଉଥିଲା । ଏହି ସମୟରେ ହଠାତ୍ ଗ୍ୟାସ୍ ପାଇପ୍ ଲାଇନ୍ କ୍ଷତିଗ୍ରସ୍ତ ହେବାରୁ ଗ୍ୟାସ୍ ଲିକ୍ ହୋଇଥିଲା । ଗ୍ୟାସ୍ ଲିକ୍ ଖବର ପ୍ରଚାର ହେବା ପରେ ଅଞ୍ଚଳରେ ଖେଳିଯାଇଥିଲା ଭୟର ବାତାବରଣ । ଭୟରେ ଅନେକ ବାସିନ୍ଦା ରୋଷେଇ କରିବା ମଧ୍ୟ ବନ୍ଦ କରିଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ସ୍ଥାନୀୟ କର୍ପୋରେଟର ଏବଂ ଗେଲ୍ ଇଣ୍ଡିଆର ଇଞ୍ଜିନିୟର । ତୁରନ୍ତ ପଦକ୍ଷେପ ନେଇ ଲିକ୍ ହେଉଥିବା ଗ୍ୟାସକୁ ନିୟନ୍ତ୍ରଣକୁ ଅଣାଯାଇଥିଲା । ତେବେ ଗେଲ୍ ଇଣ୍ଡିଆ ପକ୍ଷରୁ ଅଞ୍ଚଳରେ ପାଇପ୍ ଲାଇନ୍ ଯାଇଥିବା ନେଇ କୌଣସି ସୂଚନା ଫଳକ ନଥିବାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି। … ଭୁବନେଶ୍ବରରେ ପାଇପ ଗ୍ୟାସ ଲିକ । ଶୈଳଶ୍ରୀ ବିହାରରେ ଗ୍ୟାସ ଲିକ ହୋଇଛି । ମାଟି ଖୋଳିବା ବେଳେ ପାଇପ୍ ଫାଟିବାରୁ ଲିକ୍ ହୋଇଥିବା ସୂଚନା ।

