spot_img

Latest Posts

ଜି ଉଦୟଗିରି ବନlଞ୍ଚଳ କୁରୁମୁଙ୍ଗିଆ ଅଞ୍ଚଳରେ ୨୧ଟିକିଆ ହାତୀ ପଲ ଆତଙ୍କ

ଜି ଉଦୟଗିରି : ଜି ଉଦୟଗିରି ବନlଞ୍ଚଳ କୁରୁମୁଙ୍ଗିଆ ଅଞ୍ଚଳରେ ୨୧ଟିକିଆ ହାତୀ ପଲର ଆତଙ୍କ। ହାତୀପଲଙ୍କୁ ଘଉଡ଼ାଇବା ଲାଗି ରାତି ଅନିଦ୍ରା ହେଉଛନ୍ତି ଲୋକେ। ହାତୀ ଲାଗି ଭୟଭୀତ ଅବସ୍ଥାରେ ରହିଛନ୍ତି ଲୋକେ। ହାତୀ ପଲ ରମ୍ଭା ବନାଞ୍ଚଳରେ ଉପଦ୍ରବ କରିଛନ୍ତି। ହାତୀ ପଲରେ ରହିଛନ୍ତି ୩ଟି ଦନ୍ତା, ୧୦ଟି ମାଈ ଓ ୮ଟି ଶାବକ। ଏନେଇ ସୂଚନା ଦେଇଛନ୍ତିବନ ଅଧିକାରୀ ମାଣିକେଶ୍ୱରୀ ପଟ୍ଟନାୟକ। ହାତୀମାନେ ଫସଲ ନଷ୍ଟ କରିବା ସହ ଆମ୍ବ, ପଣସ ଆଦି ଖାଇଦେଇଥିବା ଦେଖିବାକୁ ମିଳିଛି।

Latest Posts

Don't Miss