କଟକ : କଟକ ଏସସିବିରେ ପୁଣି ଅଗ୍ନିକାଣ୍ଡ । ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଲେ ରୋଗୀ । କଟକ ଏସସିବି ମେଡିକାଲରେ ବିଦ୍ୟୁତ ସର୍ଟ ସର୍କିଟରୁ ଆଜି ପୁଣି ଅଗ୍ନିକାଣ୍ଡ ଘଟିଛି । ତେବେ ନିକଟରେ ଥିବା ଅଗ୍ନିଶମ ଟିମର ତ୍ବରିତ ପଦକ୍ଷେପ ଯୋଗୁଁ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଛି । କାହାର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।
https://www.facebook.com/share/v/1bLJJKJX43/

