spot_img

Latest Posts

ସୁନା ଓ ରୂପା ଦରରେ ବୃଦ୍ଧି ; ୧୦ ଗ୍ରାମକୁ ହେଲା ୧ ଲକ୍ଷ ୫୯ ହଜାର ଟ

ଭୁବନେଶ୍ବର : ଛକା ଚୌକା ମାରିଲା ସୁନା ଦର, ସବୁ ରେକର୍ଡ ଭାଙ୍ଗିଲା ! ସୁନା ଏବଂ ରୁପାକୁ ନେଇ ବଡ଼ ଚିନ୍ତା । ନିଇତି ନୂଆ ନୂଆ ରେକର୍ଡ କରୁଛି ସୁନାରୂପା ଦର । ବୁଲିୟନ ମାର୍କେଟ ଓ ଖୁଚୁରା ବଜାରରେ ଉଭୟରେ ସୁନା ରୁପା ମହଙ୍ଗା ହେଉଛି । ଆଜି ପୁଣି ସୁନା ରୂପା ଦରରେ ବୃଦ୍ଧି ପରିଲିକ୍ଷିତ ହେଇଛି । ୨୪ କ୍ୟାରେଟ ସୁନା ୧୦ ଗ୍ରାମକୁ ହେଲା ୧ ଲକ୍ଷ ୫୯ ହଜାର ଟଙ୍କା । ୨୨ କ୍ୟାରଟ ସୁନା ୧୦ ଗ୍ରାମ ବଢ଼ି ହୋଇଛି ୧ ଲକ୍ଷ ୪୧ ହଜାର ୯୦୦ ଟଙ୍କା । ରୁପା କିଲୋ ହେଲା ୩ ଲକ୍ଷ ୩୫ ହଜାର ଟଙ୍କା।

Latest Posts

Don't Miss