spot_img

Latest Posts

୧୫ଟି ଜିଲ୍ଲାର ଜିଲ୍ଲା କମିଟି ଚୂଡ଼ାନ୍ତ: ଖୁବ ଶୀଘ୍ର କମିଟି ଘୋଷଣା

୧୫ଟି ଜିଲ୍ଲାର ଜିଲ୍ଲା କମିଟି ଚୂଡ଼ାନ୍ତ ହୋଇସାରିଛି। ଖୁବ ଶୀଘ୍ର କମିଟି ଘୋଷଣା ହେବ। ରାଜନୈତିକ ବ୍ୟାପାରରେ ମଧ୍ୟ ୩ ଜଣ ବରିଷ୍ଠ କଂଗ୍ରେସ ନେତା ସାମିଲ ହେବାର ଆବଶ୍ୟକତା ରହିଛି। ତାହାକୁ ବି କାଯ୍ୟକାରୀ କରାଯିବ। ସଂଗଠନ ମଜଭୁତ ହେବା ପରେ ଆସନ୍ତା ୨ ମାସ ଭିତରେ ସଂଗଠନକୁ ବୁଥ ସ୍ତରକୁ ନିଆଯିବ। ଏହାସହ ଆଡଭାଇଜରି କମିଟି ଗଠନ କରାଯିବ। ଏହି କମିଟିରେ ୨୦ ଜଣ ପୂର୍ବତନ ସାଂସଦ ଏବଂ ବିଧାୟକଙ୍କୁ ସ୍ଥାନ ଦିଆଯିବ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ।

Latest Posts

Don't Miss