ନନ୍ଦିଘୋଷ ବ୍ୟୁରୋ : ପୁଣି ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ୍। ଆନନ୍ଦ ବଜାରରେ ଜଣେ ବ୍ୟକ୍ତି ଫୋନ୍ ରେ କଥା ହେଉଥିବା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ୍ ବ୍ୟବହାର ଉପରେ ବାରଣ ରହିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମୋବାଇଲ ଫୋନ୍ ଉପରେ ବାରଣ କରାଯାଇଛି। ତା ସତ୍ତ୍ଵେ କିପରି ଶ୍ରୀମନ୍ଦିରକୁ କିଭଳି ଗଲା ମୋବାଇଲ ଫୋନ୍, ତାକୁ ନେଇ ଉଠିଛି ପ୍ରଶ୍ନ।

