ବିଧାନସଭାରେ ଶାସକ ଦଳ ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ ନେଇ ପ୍ରତିବାଦ। ବିଧାନସଭା ବାହାରେ ପ୍ରତିବାଦ କରୁଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ। ଏହାର ପ୍ରତିବାଦ କରି ଗୃହରେ ହୋହଲ୍ଲା କରିଥିଲେ ବିଜେଡି ବିଧାୟକ। ଶାସକ ଦଳ ବିଧାୟକଙ୍କ ମନ୍ତବ୍ୟ ବିରୋଧରେ ଗୃହ ବାହାରେ ଗାନ୍ଧି ମୂର୍ତ୍ତି ତଳେ ପ୍ରତିବାଦ କରୁଛନ୍ତି ବିଜେଡି ଓ କଂଗ୍ରେସ ସଦସ୍ୟ ।

