spot_img

Latest Posts

ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ: ଶଙ୍କରର କେୟାର ଟେକର ସାଗର ଗିରଫ

ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ: ଶଙ୍କରର କେୟାର ଟେକର ସାଗର ଗିରଫ

ନନ୍ଦିଘୋଷ ବ୍ୟୁରୋ: ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀରେ ପୁଣି ଜଣେ ଗିରଫ । ଏଥର ଅଭିଯୁକ୍ତ ଶଙ୍କର ପୃଷ୍ଟିର କେୟାର ଟେକରକୁ ବାନ୍ଧିଛି କ୍ରାଇମବ୍ରାଞ୍ଚ । ଗିରଫ ଅଭିଯୁକ୍ତ ହେଲେ  ସାଗର ଗୌଡ଼ । ସାଗର ଜରିଆରେ ଶଙ୍କର ଏଜେଣ୍ଟଙ୍କ ସହ ଲିଙ୍କରେ ଆସୁଥିଲା ବୋଲି ଜଣାପଡିଛି ।

ଦିଘା ମଡ଼୍ୟୁଲକୁ ଅପରେଟ କରୁଥିଲା ସାଗର । ସେପଟେ ମାମଲାର ସିବିଆଇ ତଦନ୍ତ ନେଇ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଜ୍ଞପ୍ତି ପରେ କ୍ରାଇମବ୍ରାଞ୍ଚ ସହ ଯୋଗାଯୋଗରେ ରହିଛି ସିବିଆଇ ।

Latest Posts

Don't Miss