ଦିଲ୍ଲୀରେ ବିସ୍ଫୋରଣ ପରେ ପୁରୀରେ ହାଇଆଲର୍ଟ l ପୁରୀ ରେଳ ଷ୍ଟେସନ, ଶ୍ରୀମନ୍ଦିର ଓ ବେଳାଭୂମି ସମେତ ବିଭିନ୍ନ ପ୍ରବେଶ ପଥରେ ହାଇଆଲର୍ଟ ଜାରି କରାଯାଇଛି।
ସେହିପରି ସମ୍ବଲପୁରରେ ହାଇଆଲର୍ଟ । ବଢ଼ିଲା ହୀରାକୁଦ ଡ୍ୟାମର ସୁରକ୍ଷା ବ୍ୟବସ୍ଥା । ସମଲେଶ୍ୱରୀ ମନ୍ଦିରରେ ମଧ୍ୟ ବଢ଼ିଲା ସୁରକ୍ଷା ବ୍ୟବସ୍ଥା । ସହରର ସମ୍ବେଦନଶୀଳ ଅଞ୍ଚଳରେ ପୋଲିସର ଯାଞ୍ଚ । ହାଇଆଲର୍ଟ ନେଇ ସମ୍ବଲପୁର ଏସପିଙ୍କ ସୂଚନା

