ଭୁବନେଶ୍ୱର: ଫେବ୍ରୁଆରୀ ୧ ତାରିଖରୁ ପେପର ଲେସ୍ ହେବ ଲାଇସେନ୍ସ ଆବେଦନ ପ୍ରକ୍ରିୟା । ପୂର୍ବଭଳି ଆବଶ୍ୟକୀୟ କାଗଜପତ୍ର, ଆବେଦନ ଫର୍ମ, ସ୍ଲଟ ବୁକିଂ ସ୍ଲିପ୍ ଓ ଦେୟର ହାର୍ଡ କପି ଦେବାକୁ ପଡ଼ିବ ନାହିଁ । ଉଭୟ ଲର୍ଣ୍ଣର୍ସ ଲାଇସେନ୍ସ ଓ ଡ୍ରାଇଭିଂ ଲାଇସେନ୍ସ ଆବେଦନ ସମ୍ପୂର୍ଣ୍ଣ ଡିଜିଟାଲ ହେବ ।

Leave a Reply