GATE ୨୦୨୫ ଫଳାଫଳ ଘୋଷିତ
1 min read
ଗେଟ ୨୦୨୫ର ଫଳାଫଳ ଘୋଷଣା କରାଯାଇଛି । ମାର୍ଚ୍ଚ ୨୮ରେ ସ୍କୋରକାର୍ଡ ଜାରି କରାଯିବ । ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ଲିଙ୍କକୁ ଯାଇ ନିଜ ନିଜର ରେଜଲ୍ଟ ଚେକ୍ କରିପାରିବେ । ଏଥିସହିତ ପ୍ରାର୍ଥୀମାନେ ଅଫିସିଆଲ ଓ୍ବେବସାଇଟକୁ ଯାଇ ଲଗିନ କରି ମଧ୍ୟ ଫଳାଫଳ ଚେକ କରିପାରିବେ । ଗତ ଫେବୃଆରୀ ୧ରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷାର ଆୟୋଜନ କରାଯାଇଥିଲା । ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀଙ୍କର ସ୍କୋରକାର୍ଡ ଆସନ୍ତା ୨୮ରେ ଜାରି କରାଯିବ । ପରୀକ୍ଷାର ଆୟୋଜନ ଜାତୀୟ ସ୍ତରରେ ଫେବୃଆରୀ ୧, ୨, ୧୫ ଓ ୧୬ରେ ହୋଇଥିଲା ।
ରେଜଲ୍ଟ ଚେକ୍ କରିବା ଲିଙ୍କ: https://goaps.iitr.ac.in/login