ନୂଆଦିଲ୍ଲୀ: ୨୦୧୨ ଦିଲ୍ଲୀ ନିର୍ଭୟା ‘ମାମଲା’ । ଦୋଷୀ ମୁକେଶର ରିଟ୍ ପିଟିସନର ଆସନ୍ତାକାଲି ଶୁଣାଣି କରିବେ ସୁପ୍ରିମକୋର୍ଟଙ୍କ ୩ଜଣିଆ ଖଣ୍ଡପୀଠ । ରାଷ୍ଟ୍ରପତି ରାଜକ୍ଷମା ଆବେଦନ ଖାରଜ କରିବା ଚ୍ୟାଲେଞ୍ଜ କରି ହୋଇଥିଲା ରିଟ୍ ପିଟିସନ୍ ।