୯୦ ବର୍ଷ ପରେ କାର୍ତ୍ତିକ ପୂର୍ଣ୍ଣିମାରେ ଦୁର୍ଲଭ ସଂଯୋଗ, ୩ ରାଶିଙ୍କ ଚମକିବ ଭାଗ୍ୟ

୯୦ ବର୍ଷ ପରେ କାର୍ତ୍ତିକ ପୂର୍ଣ୍ଣିମାରେ ଏହି ତିନି ରାଶି ହେବେ ମାଲାମାଲ୍‌  । ତିନି ରାଶିଙ୍କ ଉପରେ ଧନ ବୃଷ୍ଟି କରିବେ ଲକ୍ଷ୍ମୀ ନାରାୟଣ  । ଏହି ଦୁର୍ଲଭ ସଂଯୋଗ ୯୦ ବର୍ଷ ପରେ ଆସିଥିବା ଜ୍ୟୋତିଷ ଶାସ୍ତ୍ର କହୁଛି  ।

ମେଷ

କାର୍ତ୍ତିକ ପୂର୍ଣ୍ଣିମା ଠୁ ଆପଣଙ୍କ ଭଲ ଦିନ ଆରମ୍ଭ ହୋଇଛି  । ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କ କୃପା ଆପଣଙ୍କ ଉପରେ ବର୍ଷିବ  । ଆର୍ଥିକ ଭାବେ ମଜବୁତ ହେବେ  । ଚିନ୍ତାମୁକ୍ତ ରହିବେ  । ସମାଜରେ ମାନ ସମ୍ମାନ ବଢିବ  । ଦୀର୍ଘଦିନ ଧରି ଲାଗି ରହିଥିବା ରୋଗରୁ ମୁକ୍ତି ପାଇବେ  ।

ତୁଳା

କ୍ୟାରିଅରରେ ନୂଆ ସୁଯୋଗ ସୃଷ୍ଟି ହେବ  । ଧନଧାନ୍ୟରେ ବୃଦ୍ଧି ହେବ  । ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ଆପଣଙ୍କ ଉପରେ ଆଶୀର୍ବାଦ ଅଜାଡି ଦେବେ  ।

ମୀନ

ଆୟର ସ୍ରୋତ ବୃଦ୍ଧି ହେବ  । ଋଣ ଭାରରୁ ମୁକ୍ତି ପାଇବେ  । ବ୍ୟାଙ୍କ ବାଲାନ୍ସ ବୃଦ୍ଧି ହେବ  । ସନ୍ତାନ ସନ୍ତତିଙ୍କ ଠୁ ଖୁସି ଖବର ମିଳିବ  । କ୍ୟାରିଅରରେ ନୂଆ ସୁଯୋଗ ମିଳିବ  । ଚାକିରିଆଙ୍କ ପାଇଁ ଭଲ ସମୟ ଆସିବ  । ବ୍ୟବସାୟୀ ବି ଲାଭବାନ ହେବେ  ।