ନୂଆଦିଲ୍ଲୀ: ବଢ଼ିଲା ଟ୍ରେନ୍ ଭଡ଼ା । ମେଲ୍, ଏକ୍ସପ୍ରେସ ଅଣଶୀତତାପନିୟନ୍ତ୍ରିତ ଟ୍ରେନରେ କିଲୋମିଟର ପିଛା ୨ ପଇସା । ଏସି କ୍ଲାସରେ କିିଲୋମିଟର ପିଛା ୪ ପଇସା ବୃଦ୍ଧି । ଶତାବ୍ଦୀ ସହ ରାଜଧାନୀ ଟ୍ରେନରେ ଜାନୁଆରୀ ୧ରୁ ଲାଗୁ ହେବ ବର୍ଦ୍ଧିତ ଭଡ଼ା ।
1 min readନୂଆଦିଲ୍ଲୀ: ବଢ଼ିଲା ଟ୍ରେନ୍ ଭଡ଼ା । ମେଲ୍, ଏକ୍ସପ୍ରେସ ଅଣଶୀତତାପନିୟନ୍ତ୍ରିତ ଟ୍ରେନରେ କିଲୋମିଟର ପିଛା ୨ ପଇସା । ଏସି କ୍ଲାସରେ କିିଲୋମିଟର ପିଛା ୪ ପଇସା ବୃଦ୍ଧି । ଶତାବ୍ଦୀ ସହ ରାଜଧାନୀ ଟ୍ରେନରେ ଜାନୁଆରୀ ୧ରୁ ଲାଗୁ ହେବ ବର୍ଦ୍ଧିତ ଭଡ଼ା ।
#Breaking ନୂଆଦିଲ୍ଲୀ: ବଢ଼ିଲା ଟ୍ରେନ୍ ଭଡ଼ା । ମେଲ୍, ଏକ୍ସପ୍ରେସ ଅଣଶୀତତାପନିୟନ୍ତ୍ରିତ ଟ୍ରେନରେ କିଲୋମିଟର ପିଛା ୨ ପଇସା । ଏସି କ୍ଲାସରେ କିିଲୋମିଟର ପିଛା ୪ ପଇସା ବୃଦ୍ଧି । ଶତାବ୍ଦୀ ସହ ରାଜଧାନୀ ଟ୍ରେନରେ ଜାନୁଆରୀ ୧ରୁ ଲାଗୁ ହେବ ବର୍ଦ୍ଧିତ ଭଡ଼ା ।#TrainFare #Hike #India #Odisha #NandighoshaTv pic.twitter.com/lmyhZ6enJd
— NandighoshaTV (@NandighoshaTV) December 31, 2019