ସରକାରୀ ଅଧିକାରୀଙ୍କ ଛୁଟି ନିର୍ଦ୍ଦେଶନାମାରେ ପରିବର୍ତ୍ତନ

ଭୁବନେଶ୍ୱର : ସରକାରୀ ଅଧିକାରୀଙ୍କ ଛୁଟି ନିର୍ଦ୍ଦେଶନାମାରେ ପରିବର୍ତ୍ତନ ହୋଇଛି ।  ଛୁଟି ନେଇପାରିବେ ସରକାରୀ ଅଧିକାରୀ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସାନି ନିର୍ଦ୍ଦେଶନାମା ଜାରି କରାଯାଇଛି । ଆବଶ୍ଯକ ପଡିଲେ ତତ୍କାଳ କାର୍ଯ୍ଯରେ ଯୋଗଦେବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଜରୁରୀକାଳୀନ ସ୍ଥିତିରେ ମୋବାଇଲରେ ବା ଡିଜିଟାଲ ଯୋଗେ ଉପଲବ୍ଧ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି  ।