ତାଜା ଖବର ନୂଆଦିଲ୍ଲୀ: ‘ନିର୍ଭୟା’ ମାମଲାରେ ଦୋଷୀ ଅକ୍ଷୟ କୁମାରଙ୍କ ରିଭ୍ୟୁ ପିଟିସନ୍ ଖାରଜ । ଖାରଜ କଲେ ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ । December 18, 2019 Continue Reading Previous ରାଉରକେଲା: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବଡ଼ କାର୍ଯ୍ୟାନୁଷ୍ଠାନ । ଆରଏସପି ଭିତରେ ଥିବା ୩ଟି ଵିଭାଗକୁ ବନ୍ଦ କଲା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ବ୍ୟାପକ ପ୍ରଦୂଷଣ ଓ ନିୟମ ଉଲ୍ଲଂଘନ ଅଭିଯୋଗ । ସିଷ୍ଟରିଙ୍ଗ ପ୍ଲାଣ୍ଟ-୧, କାଲସୋନିକ ପ୍ଲାଣ୍ଟ ଓ ଫେରୋସ୍କ୍ରାପ ନିଗମର ସ୍କ୍ରାପ କଟିଙ୍ଗ ବିଭାଗ ବନ୍ଦ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରାଉରକେଲା ଆଞ୍ଚଳିକ ଅଧିକାରୀ ହେମେନ୍ଦ୍ର ନାଥ ନାୟକଙ୍କ ସୂଚନା ।Next ଭୁବନେଶ୍ୱର: ବିନା ହେଲମେଟରେ ଓଲିଉଡ୍ ହିରୋ ବାବୁସାନଙ୍କ ବାଇକ୍ ଡ୍ରାଇଭିଂ ଭିଡିଓ ଭାଇରାଲ ଘଟଣା । ୧ ହଜାର ଟଙ୍କାର ଚାଲାଣ କାଟିଲା କମିଶନରେଟ ପୋଲିସ ।