କଟକ: କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲା । ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କଲା SIT । ଜଉ ମୁଦ ଲଫାପାରେ ଷ୍ଟାଟସ ରିପୋର୍ଟ ଦାଖଲ । ଅଧିକ ଏକ ସପ୍ତାହ ସମୟ ମାଗିଲେ ଆଡଭୋକେଟ ଜେନେରାଲ । ଆସନ୍ତା ୨୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ।

Leave a Reply