ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରରେ ନୀତି ବିଳମ୍ବ । ୩ ନିଯୋଗ ସମ୍ପାଦକ, ମନ୍ଦିର ଏଜକ୍ୟୁଟିଭ୍ ସହ ବିବାଦ କାରଣରୁ ନୀତିକାନ୍ତିରେ ବାଧା । ଏ ଯାଏଁ ହୋଇନି ସକାଳ ଧୂପ । ୯ଟା ପରିବର୍ତ୍ତେ ଏବେ ହେଉଛି ପହିଲି ଭୋଗ ।

Leave a Reply