spot_img

Latest Posts

ଖୋର୍ଦ୍ଧା: କ୍ଲିନିକରେ ଡାକ୍ତର ଓ ଔଷଧ ଦୋକାନୀଙ୍କୁ ଗୁଳିମାଡ଼ ଘଟଣା । ଚିକିତ୍ସାଧୀନ ଅବସ୍ଥାରେ ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାହୁ ମୃତ । ଗତ ସନ୍ଧ୍ୟାରେ କ୍ଲିନିକରେ ପଶି ଗୁଳିମାଡ଼ କରିଥିଲେ ୨ ଦୁର୍ବୃତ୍ତ । ସିସିଟିଭି ଫୁଟେଜ ଆଧାରରେ ଛାନଭିନ୍ କରୁଛି ପୋଲିସ ।

Latest Posts

Don't Miss