spot_img

Latest Posts

ଆଠଗଡ଼: ବଜ୍ରକାପ୍ତାକୁ ଧରାଇଲେ ବନବିଭାଗ ପକ୍ଷରୁ ମିଳିବ ୧୦ହଜାର ଟଙ୍କା । ପୋଷ୍ଟର ମାରି ପୁରସ୍କାର ରାଶି ଘୋଷଣା କଲେ ଆଠଗଡ ବନାଞ୍ଚଳ ଅଧିକାରୀ ଆଇଶା ଅଖ୍ତରି ନିଶା । ପୂର୍ବରୁ ବଜ୍ରକାପ୍ତା ଚୋରା ଚାଲାଣ ଘଟଣାରେ ୩ଟି ଫେଜରେ ୧୨ ଜଣଙ୍କୁ ଗିରଫ କରାଯାଇଥିଲା ।

Latest Posts

Don't Miss