spot_img

Latest Posts

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ଚାରିପଟୁ ଉଛେଦକୁ ନେଇ ରାଜନୀତି । କଂଗ୍ରେସ ଓ ବିଜେପି ନେତାଙ୍କ ସମେତ ଏକାମ୍ର ସାଂସ୍କୃତିକ ପରିଷଦର ବିକ୍ଷୋଭ ପ୍ରଦର୍ଶନ । ଲିଙ୍ଗରାଜ ଥାନା ସମ୍ମୁଖରେ ଧାରଣା । ଥଇଥାନ ପରେ ଉଛେଦ ଦାବି । ଉଛେଦ ନାମରେ ପୁରୁଣା ଭୁବନେଶ୍ୱରର ବ୍ୟବସାୟୀ ମାନଙ୍କୁ ହଇରାଣ ଅଭିଯୋଗ ।

Latest Posts

Don't Miss