spot_img

Latest Posts

ଜଗତସିଂହପୁର : କୁଜଙ୍ଗରେ ଏକ ହତ୍ୟାକାଣ୍ଡରେ ସଂପୃକ୍ତ ୬ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କଲେ ଏଡିଜେ କୋର୍ଟ । ୬ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଲେଖାଏଁ ଜୋରିମାନା । କୁଜଙ୍ଗ ପୋଲିସ ସମସ୍ତଙ୍କୁ ଗିରଫ କରିଥିଲା

Latest Posts

Don't Miss