spot_img

Latest Posts

ଭୁବନେଶ୍ୱର : ରାଜ୍ୟ ମାନବଧିକାର କମିଶନଙ୍କ ପକ୍ଷରୁ ବିଶ୍ୱ ମାନବାଧିକାର ଦିବସ ପାଳିତ । ମୁଖ୍ୟ ଅତିଥିଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। SHRC ଜଷ୍ଟିସ ବିପି ଦାଶ ଅଧକ୍ଷତା କରୁଛନ୍ତି । ଏବର୍ଷ ଡିସେମ୍ବର ସୁଧା ୩୦୦୨ଟି ମାମଲା ରୁଜୁ ହୋଇଥିବା ବେଳେ ବର୍ଷକ ମଧ୍ୟରେ ୬୧୪୪ ମାମଲାର ଶୁଣାଣି କରିଛନ୍ତି କମିଶନ ।

Latest Posts

Don't Miss