ଭୁବନେଶ୍ୱର : ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅଟଳ ପେନସନ ଯୋଜନାର ବୈଠକ। ଦେଶରେ ଦୁଇ କୋଟିରୁ ଅଧିକ ଲୋକ ଅଟଳ ପେନସନ ଯୋଜନାରେ ସାମିଲ। ଓଡ଼ିଶାରୁ ପ୍ରାୟ ୬ ଲକ୍ଷ ୬୦ହଜାର ଲୋକ ସାମିଲ । ଏହାକୁ ଲୋକପ୍ରିୟ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କଲେ PFR & DA ର ସଦସ୍ୟ ସୁପ୍ରୀତମ ବନ୍ଦୋପାଧ୍ୟାୟ।